ମହୁଆ-ପିନାକୀଙ୍କ ରିସେପ୍ସନ ପାର୍ଟିରେ ନଜର ଆସିଲେ ରଚନା ବାନାର୍ଜୀ, ଫଟୋ ଶେୟାର କରି କହିଲେ…
ନୂଆଦିଲ୍ଲୀ/କୋଲକାତା,୬ା୮: ବହୁ ଚର୍ଚ୍ଚିତ ବିବାହ ପରେ ଦିଲ୍ଲୀରେ ଏମ୍ପି ମହୁଆ ମୋଇତ୍ରା ଏବଂ ପୂର୍ବତନ ବିଜେଡି ଏମ୍ପି ପିନାକୀ ମିଶ୍ର ଏକ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ସୋନିଆ ଗାନ୍ଧୀ, ଅଖିଳେଶ ଯାଦବ, ଭଗଓ୍ବନ୍ତ ମାନ, ଡିମ୍ପଲ ଯାଦବ…


