ପ୍ରେମ ପଟ୍ଟନାୟକଙ୍କୁ ନେଇ ସଙ୍କେତ ଦେଲେ ମନ୍ମଥ, ଆଜି ନବୀନ କରିବେ ବଡ଼ ଘୋଷଣା ଭୁବନେଶ୍ୱର,୨୨।୮: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ତାଙ୍କ ବ ଭାଇ ପ୍ରେମ ପଟ୍ଟନାୟକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗତ କିଛି ଦିନ ହେବ ନବୀନ ପଟ୍ଟନାୟକ ଅସୁସ୍ଥ ଥିଲେ ଏବଂ ସେ...