Tag Archives: Pratap Jena

ମାହାଙ୍ଗା ଡବଲ ମର୍ଡର ମାମଲା: ଜବାବ ଦାଖଲ ପାଇଁ ପୁଣି ସମୟ ନେଲେ ପ୍ରତାପ ଜେନା

ଭୁବନେଶ୍ୱର,୧୯ା୯: ସୁପ୍ରିମକୋର୍ଟରେ ପହଞ୍ଚିଛି ମାହାଙ୍ଗା ଡବଲ ମର୍ଡର ମାମଲା। ତେବେ ଜବାବ ଦାଖଲ ପାଇଁ ପୁଣି ସମୟ ନେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ୪ ସପ୍ତାହରେ ଜବାବ ଦାଖଲ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବାବେଳେ ଆଉ ୨ ସପ୍ତାହରେ…

ବିଜେଡିରେ ଚହଳ, ବଡ଼ ନେତାଙ୍କ ଘରେ ପୋଲିସ!

କେନ୍ଦ୍ରାପଡ଼ା,୧୭।୮(ଜଗନ୍ନାଥ ଧଳ): ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବଢିଲା ଅଡୁଆ। ପୁଅ ଅଙ୍କିତ ପ୍ରତାପ ଜେନାଙ୍କ ନାଁରେ ଏକ ବଡ଼ ଧରଣର ଠକେଇ ଅଭିିଯୋଗ ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଙ୍କିତଙ୍କ ବିରୋଧରେ ୪୮ ଲକ୍ଷ…

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ

କଟକ,୨୨ା୪: କଟକ ଜିଲା ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ସୋମବାର ଶେଷ ହୋଇଛି। ତେବେ ଆଜି ଏହି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ତଳ କୋର୍ଟଙ୍କ ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପ୍ରତାପ ଜେନା। ପ୍ରତାପଙ୍କ ବିରୋଧରେ ମାମଲା…

ମାହାଙ୍ଗା ଡବଲ ମର୍ଡର: କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା

ମାହାଙ୍ଗା,୩୧/୧୦: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟରେ ହାଜର ହୋଇନାହାନ୍ତି ବିଧାୟକ ପ୍ରତାପ ଜେନା। ପ୍ରତାପ ନିଜେ ହାଜର ନହୋଇ ନିଜର ଓକିଲଙ୍କ ମାଧ୍ୟମରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର ହୋଇଥିଲେ। ପ୍ରତାପଙ୍କ ଓକିଲ ଆଇପିସି ୨୦୫ ଧାରାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri