୪ ଦିନ ହେଲା ଡାକସେବା ଅଚଳ, ଦୂରଦୂରାନ୍ତରୁ ଆସି ନିରାଶ ହେଉଛନ୍ତି ଉପଭୋକ୍ତା ଦାରିଙ୍ଗବାଡ଼ି,୪ା୯(ଅରୁଣ ସାହୁ): ଦିନେ କି ଓଳିଏ ନୁହଁ ଦୀର୍ଘଦିନ ଧରି ବାରମ୍ବାର ଡାକସେବା ଅଚଳ ହେଉଥିବା ଅଭିଯୋଗ ହୋଇଆସୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଉପଡାକଘରେ। ପ୍ରକାଶ ଯେ, ଉକ୍ତ ଡାକ ଘର ଉପରେ ଦାରିଙ୍ଗବାଡ଼ିର...