ଗଜପତିରେ ଅପରାଧୀଙ୍କୁ ଦଣ୍ଡ ପ୍ରଦାନ ହାର ବୃଦ୍ଧି ଉପରେ ଜୋର୍: ଏସପିଙ୍କ ଦ୍ୱାରା ୪ କର୍ତ୍ତବ୍ୟନିଷ୍ଠ ଅଧିକାରୀ ପୁରସ୍କୃତ
ପାରଳାଖେମୁଣ୍ଡି,୫ା୧୧(ଗିରିଧାରୀ ପରିଛା): ମାମଲାର ତଦନ୍ତ ଓ ପରିଚାଳନାରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଗଜପତି ଜିଲାର ୪ ଜଣ ଅଭିଯୋଜନ ଅଧିକାରୀ ଓ ଥାନାଧିକାରୀଙ୍କୁ ସମ୍ମାନିତ କରାଯାଇଛି। ଜିଲା ଆରକ୍ଷୀ ଅଧୀକ୍ଷକ (ଏସପି) ପ୍ରହଲ୍ଲାଦ ସହାୟ ମୀନା ସେମାନଙ୍କୁ ପ୍ରଶଂସାପତ୍ର ଓ ମାନପତ୍ର…

