Tag Archives: pm modi

ୟୁପିକୁ ୪୨୦୦୦ କୋଟି ଟଙ୍କାର ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୧୦ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆଜମଗଡ଼ରୁ ଉତ୍ତରପ୍ରଦେଶକୁ ୪୨,୦୦୦ କୋଟିରୁ ଅଧିକ ଟଙ୍କା ଉପହାର ଦେଇଛନ୍ତି। ସେ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍‌ଘାଟନ କରଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଭାଜପାର ବହୁ…

ଆସାମ ଚା’ ବଗିଚା ବୁଲିଲେ ପ୍ରଧାନମନ୍ତ୍ରୀ, ସୋସିଆଲ ମିଡିଆରେ ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମ ଗସ୍ତ କରିଛନ୍ତି। ଏହି ସମୟରେ ସେ ଆସାମର ବିଶ୍ୱ ପ୍ରସିଦ୍ଧ ଚା’ ବଗିଚା ପରିଦର୍ଶନ କରି ଚା’ ଶ୍ରମିକମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। Assam is known for its splendid…

‘ପୃଥିବୀର ସ୍ବର୍ଗକୁ ଆସିବା ଏକ ନିଆରା ଅନୁଭୂତି’

ଶ୍ରୀନଗର,୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଶ୍ରୀନଗରରେ ପହଞ୍ଚିଛନ୍ତି। ମୋଦିଙ୍କ ଗସ୍ତ ପାଇଁ କଶ୍ମୀରର ପ୍ରତ୍ୟେକ କୋଣରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଏବଂ ତାଙ୍କ କଥା ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ବିରାଟ ଉତ୍ସାହ ଦେଖିବାକୁ ମିଳିଛି।…

ଆସନ୍ତାକାଲି ଚଣ୍ଡିଖୋଲ ଆସିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ମିନିଟ୍ ରୁ ମିନିଟ୍ କାର୍ଯ୍ୟକ୍ରମ ବିବରଣୀ

ଭୁବନେଶ୍ୱର,୪ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯାଜପୁର ଜିଲା ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟରେ ୧୯ ହଜାର ୬୦୦ କୋଟି ଟଙ୍କା ବ୍ୟୟରେ ହେବାକୁ…

Video: ପ୍ରଧାନମନ୍ତ୍ରୀଙ୍କ ମହାନତା, ସଭା ମଝିରେ କୁନି ଝିଅଠାରୁ ଜଗନ୍ନାଥ ଫଟୋ ନେଲେ ଉପହାର

ନୂଆଦିଲ୍ଲୀ,୨।୩: ଲୋକସଭା ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୧ ରେ ଦିନିକିଆ ଗସ୍ତରେ ପଶ୍ଚିମବଙ୍ଗ ଯାଇଥିଲେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅରାମବାଗରେ ୭,୨୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଥିଲେ। ତେବେ…

ବାରାଣସୀରୁ ନିର୍ବାଚନ ଲଢ଼ିବେ ମୋଦି

ନୂଆଦିଲ୍ଲୀ,୨ା୩: ଭାରତୀୟ ଜନତା ପାର୍ଟି (ଭାଜପା) ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଶନିବାର ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଘୋଷଣା କରାଯାଇଛି। ସେ ଉତ୍ତରପ୍ରଦେଶର ବାରାଣସୀରୁ ପ୍ରତିଦ୍ୱନ୍ଦ୍ୱିତା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ପହଞ୍ଚିଲେ ମମତା ବାନାର୍ଜୀ

କୋଲକାତା,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ପ୍ରମୁଖ ମମତା ବାନାର୍ଜୀ। ମୋଦି ଏବେ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ମୋଦି ତାଙ୍କୁ ଶୁକ୍ରବାର ରାଜଭବନରେ ଭେଟିଛନ୍ତି। ଗୋଟିଏ ପଟେ ସନ୍ଦେଶଖାଲି ଘଟଣାକୁ ନେଇ ଭାଜପା ଟିଏମ୍‌ସିକୁ…

୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ତଦାରଖ କଲେ ମୁଖ୍ୟ ସଚିବ

ଭୁବନେଶ୍ୱର,୧।୩(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ସେଦିନ ପ୍ରଧାନମନ୍ତ୍ରୀ ତେଲଙ୍ଗାନା ରାଜ୍ୟରୁ କାର୍ଯ୍ୟକ୍ରମ ସାରି ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ସେ ସ୍ବତନ୍ତ୍ର…

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ଓଡିଶା ଭାଜପା ସଭାପତି ମନମୋହନ ସାମଲ ଏହି ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସାମଲ କହିଛନ୍ତି ଯେ…

ଅମୃତ ଭାରତ ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ରାୟଗଡ଼ା,୨୬ା୨(ଆଶିଷ ରଞ୍ଜନ ପଣ୍ଡା): ଅମୃତ ଭାରତ ପ୍ରକଳ୍ପ ଯୋଜନାରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମଗ୍ର ଭାରତରେ ଅମୃତ ଭାରତ ଯୋଜନାରେ ୪୧ ହଜାର କୋଟି ଟଙ୍କା ମୂଲ୍ୟରେ ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି…

‘ମୁଁ ଦେଶକୁ କେବେ ବୁଡ଼ିବାକୁ ଦେବି ନାହିଁ’

ନୂଆଦିଲ୍ଲୀ,୨୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତର ଏକ ଅଂଶ ଭାବରେ ରବିବାର ଧାର୍ମିକ ସହର ଦ୍ୱାରକା ନିକଟରେ ପହଞ୍ଚିଥିଲେ। ଏଠାରେ ସେ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୁଁ ଆତ୍ମବିଶ୍ୱାସରେ ଅହିରାନୀଙ୍କୁ ପ୍ରଣାମ କରୁଛି। ଏଠାରେ…

ସମୁଦ୍ରରେ ବୁଡ଼ି ଯାଇଥିବା ଦ୍ୱାରକା ନଗରୀରେ ପୂଜା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ-‘ଏହା ଈଶ୍ୱରୀୟ ଅନୁଭୂତି’

ନୂଆଦିଲ୍ଲୀ,୨୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଦ୍ୱାରକାରେ ଗଭୀର ସମୁଦ୍ରକୁ ଯାଇ ପ୍ରାର୍ଥନା କରିଛନ୍ତି, ଯେଉଁଠି ଦ୍ୱାରକା ନଗରୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଗଭୀର ଜଳରେ ଭଗବାନ କୃଷ୍ଣଙ୍କୁ ଅର୍ପଣ କରିବା ପାଇଁ ସେ ସାଙ୍ଗରେ ମୟୂର ପୋଷା ନେଇଥିଲେ। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri