କୃଷକଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା, ଆଗକୁ ମିଳିପାରେ ୮ ହଜାର ଟଙ୍କା ନୂଆଦିଲ୍ଲୀ, ୧୨।୦୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦିଙ୍କ ୩.୦ ସରକାରର ପ୍ରଥମ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ଜୁଲାଇ ୨୩ ତାରିଖରେ ସଂସଦରେ ଏହି ବଜେଟ୍ ଉପସ୍ଥାପନ ହେବ । ଏହାରି ମଧ୍ୟରେ ବଜେଟ୍ରେ କୃଷକଙ୍କ ପାଇଁ...