ଏୟାର ଇଣ୍ଡିଆ ବିମାନରେ କ୍ରୁ ମେମ୍ବର ଥିଲେ NCP ନେତାଙ୍କ ବୋହୂ
ଅହମ୍ମଦାବାଦ,୧୩ା୬: ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ଭୟଙ୍କର ଏବଂ ଯନ୍ତ୍ରଣାଦାୟକ ଫଟୋ ସମଗ୍ର…
୧୨ ଜୁନ, କଳାଦିନ: ୭୫ ବର୍ଷ ପୂର୍ବେ ଆଜିର ଦିନରେ ଘଟିଥିଲା ବଡ଼ ବିମାନ ଦୁର୍ଘଟଣା, ଏତିକି ଲୋକଙ୍କ ଯାଇଥିଲା ଜୀବନ
ନୂଆଦିଲ୍ଲୀ,୧୨।୬: ୧୨ ଜୁନ ୨୦୨୫, ଏହି ତାରିଖ ଏବେ ଭାରତରେ କଳା ଦିନ ଭାବେ ଗଣାହେବ। ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ, ଏୟାର ଇଣ୍ଡିଆର ଲଣ୍ଡନ ଯାଉଥିବା ବିମାନ AI171 (ବୋଇଂ ୭୮୭-୮ ଡ୍ରିମଲାଇନର) ଗୁଜରାଟର ଅହମ୍ମଦାବାଦ ବିମାନବନ୍ଦର ନିକଟବର୍ତ୍ତୀ…
ବିମାନରେ କେଉଁଠି ଥାଏ ଇନ୍ଧନ ଟାଙ୍କି, ଦୁର୍ଘଟଣା ପରେ ଏଥିରେ କେମିତି ଲାଗେ ନିଆଁ, ଜାଣନ୍ତୁ…
ଅହମ୍ମଦାବାଦ,୧୨ା୬: ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ ଘଟିଛି। କୁହାଯାଉଛି,ବିମାନଟି ଉଡ଼ାଣ ଆରମ୍ଭ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହା ପରେ ଲୋକମାନେ ଆକାଶରେ ଧୂଆଁ ଉଠୁଥିବାର ଦେଖିଥିଲେ।…
୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ
ଓ୍ବାଶିଂଟନ,୯ା୬: ଆମେରିକାର ଟେନେସି ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଗୁରୁତର ହୋଇଥିବାବେଳେ ଅନେକଙ୍କ…
ଆମେରିକାରେ ଆଉ ଏକ ବଡ଼ ବିମାନ ଦୁର୍ଘଟଣାଗ୍ରସ୍ତ: ୬ ଜଣଙ୍କ ମୃତ୍ୟୁ
ଓ୍ବାଶିଂଟନ୍,୧।୨: ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫିଲାଡେଲଫିଆ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ୱାଶିଂଟନର ରିଗାନ ନ୍ୟାଶନାଲ ଏୟାରପୋର୍ଟ ନିକଟରେ…
ନେପାଳ ବିମାନ ଦୁର୍ଘଟଣା: ବିମାନ କର୍ମଚାରୀଙ୍କ ସମେତ ସ୍ତ୍ରୀ-ପୁଅଙ୍କ ଜୀବନ ଗଲା, ଭିଡିଓ ଦେଖିଲେ…
କାଠମାଣ୍ଡୁ,୨୪ା୭: ବୁଧବାର ନେପାଳର ରାଜଧାନୀ କାଠମାଣ୍ଡୁରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଏକ ଦୁଃଖଦ କାହାଣୀ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କ ସମେତ ମୋଟ୍ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ପାଇଲଟ ଗୁରୁତର ହୋଇଛନ୍ତି। ତ୍ରିଭୂବନ ଅନ୍ତର୍ଜାତୀୟ…
Archives


