ଚାକିରି ବଦଳାଇଲେ ନଚେତ ଛାଡ଼ିଲେ ବନ୍ଦ ହୋଇଯାଏ କି PF ଆକାଉଣ୍ଟ? ଜାଣନ୍ତୁ ସମସ୍ତ ନିୟମ ନୂଆଦିଲ୍ଲୀ,୧୭।୧୦: କର୍ମଚାରୀ ଭବିଷ୍ୟ ନିଧି (PF) ପ୍ରତ୍ୟେକ ଚାକିରିଆଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଞ୍ଚୟ ଯୋଜନା, ଯେଉଁଥିରେ ଆପଣଙ୍କ ଦୀର୍ଘକାଳୀନ ସଞ୍ଚୟ ଜମା ହୋଇଥାଏ। କିନ୍ତୁ ଅନେକ ସମୟରେ ଲୋକେ ଚାକିରି ବଦଳାଇବା କିମ୍ବା ଛାଡ଼ିବା ପରେ PF ଆକାଉଣ୍ଟ...