ସରକାରୀ ବିଭାଗରେ ହ୍ୱାଟ୍ସଆପ୍ ଉପରେ ଲାଗିଲା କଟକଣା, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ନୂଆଦିଲ୍ଲୀ,୨୫।୮: ଜମ୍ମୁ ଓ କଶ୍ମିର ସରକାର ସମସ୍ତ ବିଭାଗରେ ପେନ୍ ଡ୍ରାଇଭ୍ ବ୍ୟବହାର ଏବଂ ସରକାରୀ ଯୋଗାଯୋଗ ପାଇଁ ହ୍ୱାଟ୍ସଆପ୍ ମେସେଜିଂ ସେବା ଉପରେ କଟକଣା ଜାରି କରିଛନ୍ତି। ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣଙ୍କ ମୃତ୍ୟୁ ପରେ…