Tag Archives: PCB

ଟିମ ଇଣ୍ଡିଆକୁ କେବେ ମିଳିବ ଏସିଆ କପ ଟ୍ରଫି? ACC ବୈଠକ ପରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୩୦।୯: ଏସିଆ କପ 2025 ଫାଇନାଲରେ ଭାରତର ପ୍ରଭାବଶାଳୀ ବିଜୟ ପରେ, ଟ୍ରଫି ଏବଂ ପଦକକୁ ନେଇ ବିବାଦ ଜାରି ରହିଛି। ଏସୀୟ କ୍ରିକେଟ ପରିଷଦ (ACC) ମଙ୍ଗଳବାର ଦିନ ଦୁବାଇରେ ଅନୁଷ୍ଠିତ ବୈଠକରେ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି...

ଏସିଆ କପ୍‌ରେ ଲଜ୍ଜାଜନକ ପ୍ରଦର୍ଶନ ଯୋଗୁ ଦଣ୍ଡ: ଏହି କ୍ରିକେଟରଙ୍କୁ ବିଦା କଲା ପାକିସ୍ତାନ ଟିମ୍‌ 

ନୂଆଦିଲ୍ଲୀ,୩୦।୯: ପାକିସ୍ତାନର ଅଲରାଉଣ୍ଡର ସାଇମ ଅୟୁବଙ୍କୁ ଏସିଆ କପ୍‌ ୨୦୨୫ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନର ମୂଲ୍ୟ ଦେବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷିତ ୧୮ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳି ନାହିଁ। ଦଳର...

ଏସିଆ କପ୍‌ରୁ ବାହାରିଯିବ ପାକିସ୍ତାନ! ହ୍ୟାଣ୍ଡଶେକ୍‌ ବିବାଦ ପରେ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ PCB

ଦୁବାଇ,୧୬।୯: ଏସିଆ କପ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ହାଣ୍ଡଶେକ ନ କରିବାର ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏହି ମାମଲାରେ ପଛାଇବାକୁ ପ୍ରସ୍ତୁତ ନାହିଁ। ରିପୋର୍ଟ ଅନୁଯାୟୀ, ମ୍ୟାଚ୍‌ର ଦିନକ ପୂର୍ବରୁ ହେବାକୁ ଥିବା ପ୍ରେସ କନ୍ଫରେନ୍ସକୁ...

PCBକୁ ICCର ଶକ୍ତ ଧକ୍କା, ପାକିସ୍ତାନ ଏବେ କରିବ କ’ଣ?

ନୂଆଦିଲ୍ଲୀ,୧୬।୯: ଏସିଆ କପ ୨୦୨୫ରେ ‘ହ୍ୟାଣ୍ଡସେକ ନାହିଁ’ ବିବାଦ ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଦାବିକୁ ICC ଆନୁଷ୍ଠାନିକ ଭାବରେ ପ୍ରତ୍ୟାଖ୍ୟାନ କରିଛି। PCB ମ୍ୟାଚ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ଟୁର୍ଣ୍ଣାମେଣ୍ଟରୁ ହଟାଇବା ପାଇଁ ଦାବି କରିଥିଲା, କିନ୍ତୁ...

Asia Cup 2025: ପରମାଣୁ ଆକ୍ରମଣର ଧମକ ଦେଇଥିବା ପାକିସ୍ତାନ ମନ୍ତ୍ରୀଙ୍କ ସହ ହାତ ମିଳାଇଲେ ସୂର୍ଯ୍ୟକୁମାର ଯାଦବ, ସୋସିଆଲ ମିଡିଆର…

ଆବୁଧାବି,୧୦।୯: ଏସିଆ କପ ୨୦୨୫ ଆରମ୍ଭ ହେବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଏବେ ପଡ଼ିଆ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ ଶିରୋନାମା ସୃଷ୍ଟି କରୁଛି। ଏହାର କାରଣ ହେଉଛି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଗୃହମନ୍ତ୍ରୀ ଏବଂ...

ସମସ୍ତ ଫର୍ମାଟରେ ଗୋଟିଏ ଅଧିନାୟକ ନିଯୁକ୍ତ କରିବ ପାକିସ୍ତାନ: ବାବର କିମ୍ବା ରିଜୱାନ ନୁହେଁ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୯।୬: ପାକିସ୍ତାନ ନୂତନ ଅଲ-ଫର୍ମାଟ ଅଧିନାୟକ ନିଯୁକ୍ତ କରିବାକୁ ପ୍ରସ୍ତୁତ ହେଉଛି। ଏଥର ବାବର ଆଜମ କିମ୍ବା ମହମ୍ମଦ ରିଜୱାନ ନୁହେଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତା’ର ଜାତୀୟ ଦଳର ଗଠନରେ କିଛି ବଡ଼ ପରିବର୍ତ୍ତନ କରିବାକୁ ଯାଉଛି,...

ଚାମ୍ପିୟନ୍ସ ଟ୍ରଫିରେ ପିସିବିର ୮୬୯ କୋଟି ଟଙ୍କା କ୍ଷତି, ଖେଳାଳିଙ୍କ ପାଇଁ ୫ ଷ୍ଟାର ହୋଟେଲ ମନା: ରିପୋର୍ଟ

ନୂଆଦିଲ୍ଲୀ,୧୭।୩: ପାକିସ୍ତାନରେ କ୍ରିକେଟ୍ ପରିସ୍ଥିତି ପୂର୍ବରୁ ବିଶୃଙ୍ଖଳିତ ଥିଲା, ଯେତେବେଳେ କି ପୁରୁଷ ଜାତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟରେ ସକାରାତ୍ମକ ଫଳାଫଳ ପାଇବା ପାଇଁ ସଂଘର୍ଷ କରୁଥିଲା। ଏବେ, ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ପାକିସ୍ତାନ କ୍ରିକେଟ୍ ବୋର୍ଡ...

PSL ଛାଡି IPL ଖେଳିବାକୁ ପଳେଇ ଆସିଲେ ଦକ୍ଷିଣ ଆଫ୍ରିକା ଖେଳାଳି; ଲିଗାଲ ନୋଟିସ ପଠାଇଲା ପାକିସ୍ତାନ

କରାଚୀ,୧୬ା୩: ଆଗାମୀ ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ରୁ ଓହରିଯାଇଥିବା ଦକ୍ଷିଣ ଆଫ୍ରିକାର ୩୦ ବର୍ଷୀୟ ଅଲରାଉଣ୍ଡର କର୍ବିନ ବୋଶ୍ଚଙ୍କୁ ଚୁକ୍ତି ଉଲ୍ଲଂଘନ କରିବା ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ଲିଗାଲ ନୋଟିସ ଜାରି କରାଯାଇଛି। ଏହି ଅଲରାଉଣ୍ଡରଙ୍କୁ...

ଟ୍ରଫି ପ୍ରଦାନବେଳେ କାହିଁକି ଉପସ୍ଥିତ ନ ଥିଲେ ପାକିସ୍ତାନ ଅଧିକାରୀ: ICC ପକ୍ଷରୁ ସଫେଇ

ନୂଆଦିଲ୍ଲୀ,୧୧।୩: ମାର୍ଚ୍ଚ ୯ରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ଭାରତ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିଲା। ୧୨ ବର୍ଷ ପରେ ଟିମ ଇଣ୍ଡିଆ ଟାଇଟଲ ହାସଲ କରିଛି। ପରେ, ବିସିସିଆଇ ସଭାପତି ରୋଜର ବିନି...

Champions Trophy: କରାଚୀ ଛାତିରେ ଉଡିଲା ତ୍ରିରଙ୍ଗା, ବିବାଦ ପରେ ମୁଣ୍ଡ ନୁଆଁଇଲା ପାକିସ୍ତାନ

ନୂଆଦିଲ୍ଲୀ,୧୯।୨: ଶେଷରେ ପାକିସ୍ତାନକୁ ପୁଣି ଥରେ ଭାରତ ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ପଡିଛି। ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ, ପାକିସ୍ତାନର କରାଚୀ-ଲାହୋର ଷ୍ଟାଡିୟମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ଦେଖାଯାଇଥିଲା ଯେ ଏହି ICC...

Champions Trophy 2025: ଦୁନିଆକୁ ବୁଝାଇବା ପାଇଁ ୨୯ ବର୍ଷ ଲାଗିଗଲା…କାହିଁକି ଏମିତି କହିଲେ ପାକିସ୍ତାନୀ ଖେଳାଳି

ଇସଲାମାବାଦ୍‌,୧୮।୨: ପାକିସ୍ତାନ ପ୍ରାୟ ୩୦ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଆସୁଛି। ପୂର୍ବରୁ, ପାକିସ୍ତାନ ୧୯୯୬ରେ ବିଶ୍ୱକପ ଆୟୋଜନ କରିଥିଲା। ପାକିସ୍ତାନ ବ୍ୟତୀତ, ସେହି ବିଶ୍ୱକପର ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ଥିଲେ। ଏବେ ପୂର୍ବତନ ପାକିସ୍ତାନୀ ଖେଳାଳି...

Champions Trophy: ପାକିସ୍ତାନର ସବୁଠାରୁ ଧନୀ ଖେଳାଳି କିଏ? ଜାଣନ୍ତୁ ୧୫ ଖେଳାଳିଙ୍କ ମଧ୍ୟରେ କାହା ପାଖରେ ଅଛି ସବୁଠାରୁ ଅଧିକ ଟଙ୍କା…  

ନୂଆଦିଲ୍ଲୀ,୭।୨: ୧୯ ଫେବୃଆରୀରୁ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଅନ୍ୟ ସାତଟି ଦଳ ପରେ ପାକିସ୍ତାନ ଶେଷରେ ଏହାର ଦଳ ଘୋଷଣା କରିଛି। ଏଥିରେ ୧୫ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ମହମ୍ମଦ ରିଜୱାନ ଦଳର ନେତୃତ୍ୱ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri