ଟି-୨୦ ବିଶ୍ୱକପ ଖେଳିବେନି ପ୍ୟାଟ୍ କମିନ୍ସ, କାରଣ ନେଇ କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୩।୨: ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ODI ଅଧିନାୟକ ପ୍ୟାଟ୍ କମିନ୍ସ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ଲମ୍ବା କ୍ୟାରିଅର ଏବଂ ୨୦୨୭ର ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କ୍ୟାଲେଣ୍ଡରକୁ ଦୃଷ୍ଟିରେ ରଖି T୨୦ ବିଶ୍ୱକପରୁ ଓହରି ଯିବାକୁ ନିଷ୍ପତ୍ତି…
T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା
ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ Pat Cummins ସାମିଲ ଥିଲେ, କିନ୍ତୁ ତାଙ୍କୁ ମୁଖ୍ୟ ଦଳରେ ସାମିଲ କରାଯାଇ…
IPL ଟିମର ୫୮ କୋଟି ଟଙ୍କାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ପ୍ୟାଟ୍ କମିନ୍ସ, ଟ୍ରାଭିସ ହେଡ୍
ମୁମ୍ବାଇ,୮।୧୦: ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଏବଂ ଷ୍ଟାର ବ୍ୟାଟସମ୍ୟାନ ଟ୍ରାଭିସ ହେଡ ଆଇପିଏଲ ଦଳରୁ ବାର୍ଷିକ ୫୮.୨ କୋଟି ଟଙ୍କା (ପ୍ରାୟ ୧୦ ମିଲିୟନ ଅଷ୍ଟ୍ରେଲିଆନ ଡଲାର) ମୂଲ୍ୟର ଏକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ସେମାନେ…
ନୀତିଶ ରେଡ୍ଡି ଇଂଲଣ୍ଡ ଗସ୍ତ ପାଇଁ SRH କ୍ୟାପଟେନ୍ ପାଟ୍ କମିନ୍ସଙ୍କର ନେଇଥିଲେ ପରାମର୍ଶ, ଏବେ ସମସ୍ତଙ୍କୁ ଚମକାଇଲେ
ନୂଆଦିଲ୍ଲୀ,୧୧ା୭: ଇଂଲଣ୍ଡର ପ୍ରଥମ ଟେଷ୍ଟ ଗସ୍ତ ପାଇଁ ପ୍ରସ୍ତୁତି ନେବା ପାଇଁ ଭାରତୀୟ ଟେଷ୍ଟ କ୍ରିକେଟର ନୀତିଶ କୁମାର ରେଡ୍ଡି ଆଇପିଏଲ ସଂଯୋଗକୁ ବ୍ୟବହାର କରିଛନ୍ତି। ଅଲ-ରାଉଣ୍ଡର ଭାବେ ପରିଚିତ ରେଡ୍ଡିଙ୍କର ଅଷ୍ଟ୍ରେଲିଆର ବର୍ଡର-ଗାଭାସ୍କର ଟ୍ରଫିରେ ବୋଲିଂ ପ୍ରଦର୍ଶନ ଖରାପ ଥିଲା।…
୧୮ ବର୍ଷର IPL ଇତିହାସରେ ପ୍ରଥମଥର ଘଟିଲା ଏମିତି; ଇତିହାସ ରଚିଲେ ପ୍ୟାଟ୍ କମିନ୍ସ
ନୂଆଦିଲ୍ଲୀ,୬।୫: ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପ୍ୟାଟ କମିନ୍ସ ଆଇପିଏଲ ଟୁର୍ନାମେଣ୍ଟରେ ଚମତ୍କାର ରେକର୍ଡ କରିଛନ୍ତି। ଏମିତି ରେକର୍ଡ ୧୮ ବର୍ଷ ମଧ୍ୟରେ କୌଣସି ଅଧିନାୟକ କରିପାରି ନାହାଁନ୍ତି। କମିନ୍ସଙ୍କ ଅଧିନାୟକତ୍ୱରେ, ସନରାଇଜର୍ସ ହାଇଦ୍ରାବାଦ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦୃଢ଼ ବୋଲିଂ…
IPL 2025: ‘ଗୁଡ ବାୟ ଇଣ୍ଡିଆ’ ଆଇପିଏଲ ୨୦୨୫ ମଝିରେ ଛାଡ଼ି ଚାଲି ଯାଉଛନ୍ତି Pat Cummins? ପତ୍ନୀଙ୍କ ପୋଷ୍ଟକୁ ନେଇ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ,୧୮।୪: ଆଇପିଏଲ ୨୦୨୫ରେ, ଗୁରୁବାର ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା। ୱାଙ୍ଖଡେରେ ଖେଳାଯାଇଥିବା ମ୍ୟାଚରେ Pat Cumminsଙ୍କ ଅଧିନାୟକତ୍ୱରେ ଦଳ ଏକ ଶୋଚନୀୟ ପରାଜୟ ବରଣ କରିଥିଲା। ଏହି ପରାଜୟ SRHର ପ୍ଲେଅଫରେ ପହଞ୍ଚିବା ଆଶାକୁ ଏକ ଶକ୍ତ ଧକ୍କା…
ସନରାଇଜର୍ସ ମଙ୍ଗ ଧରିବେ ପ୍ୟାଟ୍ କମିନ୍ସ
ନୂଆଦିଲ୍ଲୀ,୨।୩: ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଆଗାମୀ ଆଇପିଏଲ୍ ସିଜନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ହୋଇପାରନ୍ତି। ଦଳର ମୁଖ୍ୟ ପ୍ରଶିକ୍ଷକ ଡାନିଏଲ ଭେଟୋରିଙ୍କ ସହ କମିନ୍ସଙ୍କ ନିକଟତା ଏବଂ ୨୦୨୩ ବିଶ୍ୱକପ ବିଜୟ ସମେତ ନିକଟରେ ତାଙ୍କର ସଫଳତା ଅଧିନାୟକତ୍ୱ ପରିବର୍ତ୍ତନକୁ…
ଆଇପିଏଲ୍ ଇତିହାସରେ ମହଙ୍ଗା ଖେଳାଳି ପ୍ୟାଟ୍ କମିନ୍ସ ,ଏତିକି ଟଙ୍କା ଦେଇ କିଣିଲା ସନରାଇଜର୍ସ ହାଇଦ୍ରାବାଦ
ଦୁବାଇ,୧୯।୧୨: ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଛି। ଏହା ସହିତ ଆଇପିଏଲ୍ ଇତିହାସରେ ପ୍ୟାଟ୍ କମିନ୍ସ ମହଙ୍ଗା ଖେଳାଳି ହୋଇଛନ୍ତି। କମିନ୍ସଙ୍କୁ କିଣିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟ ସଂଘର୍ଷ କରିଥିଲା, କିନ୍ତୁ ଶେଷରେ ସନରାଇଜର୍ସ ବାଜି…
ଅଜବ ସଂଯୋଗ: ପଣ୍ଟିଂ, ଧୋନି, ମୋର୍ଗାନଙ୍କ ପରେ ଏବେ କମିଂସ… ବିବାହର ଗୋଟିଏ ବର୍ଷ ପରେ ହୋଇଗଲେ ଓ୍ବାର୍ଲଡ ଚାମ୍ପିଅନ
କାନବେରା,୨୧।୧୧: ପ୍ୟାଟ କମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ବିଶ୍ୱକପ ଚାମ୍ପିଅନ ହୋଇଛି। ଏହି ଦଳ ଫାଇନାଲରେ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଏହା ସହିତ ପ୍ୟାଟ କମିନ୍ସ ଏକ ସ୍ବତନ୍ତ୍ର କ୍ଲବରେ ଯୋଗ ଦେଇଛନ୍ତି। ଏବେ ପ୍ୟାଟ କମିନ୍ସ ସେହି…
ଶାମିଙ୍କୁ ନେଇ ଭୟରେ ଅଛନ୍ତି ଅଷ୍ଟ୍ରେଲିୟ ଅଧିନାୟକ, ଫାଇନାଲ ପୂର୍ବରୁ ଖେଳାଳିଙ୍କୁ କରାଇଲେ ସତର୍କ…
ଅହମ୍ମଦାବାଦ,୧୮।୧୧: ବିଶ୍ୱକପ୍ ୨୦୨୩ର ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଉଭୟ ଟିମ୍ର ଖେଳାଳିମାନେ ଫର୍ମରେ ଥିବାରୁ ମ୍ୟାଚ୍ଟି ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ତେବେ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଖବରଦାତା ସମ୍ମିଳନୀରେ ଦଳର ପ୍ରସ୍ତୁତି…
Archives


