ଲୋକ ସଭା ନିର୍ବାଚନ ଲଢ଼ିବେନି ପଶୁପତି କୁମାର ପାଟନା,୩୦ା୩: ପଶୁପତି କୁମାର ପାରସଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପଶୁପତି ଆଉ ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ। ଅତୀତରେ ପଶୁପତି ହାଜିପୁରରୁ ନିର୍ବାଚନ ଲଢ଼ିବା ବିଷୟରେ ନିରନ୍ତର କଥାବାର୍ତ୍ତା କରୁଥିଲେ କିନ୍ତୁ ବର୍ତ୍ତମାନ...