New Income Tax Bill 2025: ନୂତନ ଆୟକର ବିଲ ୨୦୨୫ ଲୋକ ସଭାରେ ଆଗତ: ବିଲ୍ରେ ୧୦ ବଡ଼ ପରିବର୍ତ୍ତନ ନୂଆଦିଲ୍ଲୀ୧୩।୨:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ନୂତନ ଆୟକର ବିଲ ୨୦୨୫ ଆଗତ କରିଛନ୍ତି। ପୂର୍ବରୁ, ୭ ଫେବୃଆରୀ ୨୦୨୫ରେ, କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରିଥିଲେ। ଏହି ନୂତନ ବିଲ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର...