ମଡେଲ ପାର୍କ କାମ ସରିବା ନେଇ ଅନିଶ୍ଚିତତା ଜଗତ୍ସିଂହପୁର, ୨୪ା୫ (ପ୍ରମୋଦ କୁମାର ନାୟକ): ଦିନକୁ ଦିନ ଜଗତ୍ସିଂହପୁର ସହରର ଜନସଂଖ୍ୟା ବଢ଼ିଚାଲିଛି। କିନ୍ତୁ ମନୋରଞ୍ଜନ ପାଇଁ ଏ ପର୍ଯ୍ୟନ୍ତ ଆଖିଦୃଷ୍ଟିଆ ପାର୍କଟିଏ ନାହିଁ। ୨୦୨୧ରେ ସ୍ଥାନୀୟ କଲେଜ ଛକ ନିକଟରେ ଏକ ଆକର୍ଷଣୀୟ ଅର୍ଥାତ୍ ମଡେଲ ପାର୍କ...