ପରୀ ହତ୍ୟା ମାମଲା: ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଅଭିଯୁକ୍ତ କଟକ,୬ା୩(କାର୍ତ୍ତିକ ସାହୁ): ନୟାଗଡ଼ ପରୀ ହତ୍ୟା ମାମଲାର ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ସରୋଜ ସେଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନୟାଗଡ଼ ଜିଲା ଚିଲ୍ଡ୍ରେନ ଅତିରିକ୍ତ ସେସନ କୋର୍ଟ ମାମଲାର ବିଚାର କରି ୨୦ ବର୍ଷ ଦଣ୍ଡାଦେଶ ରାୟ ପ୍ରଦାନ...