Tag Archives: panchayat

ଏଣିକି ଲୋକେ ଆସିବେନି ଅଫିସରଙ୍କ ପାଖକୁ, ଲୋକଙ୍କ ଗୁହାରି ଶୁଣିବାକୁ ପଞ୍ଚାୟତ ଯିବେ ଅଫିସର

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତିଭାସନ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ଲୋକେ ଅଫିସରଙ୍କ ପାଖକୁ ଗୁହାରି କରିବାକୁ ସହରକୁ ଆସିବେ ନାହିଁ। ଅଫିସର ଲୋକଙ୍କ ପାଖକୁ ଯାଇ ଗୁହାରି ଶୁଣିବେ। ତେଣୁ...

ଖାଲି ପଡ଼ିଥିବା ୧୧୩୪ ପଞ୍ଚାୟତସ୍ତରର ପଦବୀ ପୂରଣ ହେବ

ଭୁବନେଶ୍ୱର,୧୨ା୪(ସୁନିତ୍‌ ମିଶ୍ର): ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ୧୧୩୪ଟି ପଦ ପୂରଣ ପାଇଁ ଉପନିର୍ବାଚନ ନିମନ୍ତେ ପ୍ରାଥମିକ ପଦକ୍ଷେପ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଆରମ୍ଭ କରାଯାଇଛି। ସେଥି ମଧ୍ୟରୁ ୫ଟି ଜିଲା ପରିଷଦ ସଭ୍ୟ, ୪୧ଟି ପଞ୍ଚାୟତ...

ନୂଆ ପଞ୍ଚାୟତ ଗଠନ ଦାବିରେ ରାସ୍ତାରେ ବସିଲେ ଅଞ୍ଚଳବାସୀ

ବାଲିଗୁଡ଼ା,୧୦ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): ନୂଆ ପଞ୍ଚାୟତ ଗଠନ ଦାବିରେ ତେଜୁଛି ଜନଅସନ୍ତୋଷ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି ଅଞ୍ଚଳବାସୀ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ନୂଆ ପଞ୍ଚାୟତ ଗଠନ ନିମନ୍ତେ ଆବେଦନ କରିଛନ୍ତି  ମଗଡ଼ିଙ୍ଗିଆ ଅଞ୍ଚଳବାସୀ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri