କଳା, ସାହିତ୍ୟ, ସଂସ୍କୃତିକୁ ଉଦ୍ଜୀବିତ କରେ ପାଲା: ଗାୟକଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ପାଟଣା,୧ା୫(ବୀରକିଶୋର ଦାଶ: କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ବାମ ଶାସନର ୭୦ ତମ ବାଦୀପାଲା ମହୋତ୍ସବ ଉପଲକ୍ଷେ କଳା ଓ ସଂସ୍କୃତି ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ସ୍ବାମ୍ ପାଲା...