ବର୍ଡରରୁ ମିଳିଲା ପାକିସ୍ତାନର ଖୁଫିଆ ବଙ୍କର୍, ଭିତରକଥା ଜାଣିଲେ… ଇସଲାମବାଦ,୨୭।୪: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ସତର୍କତା ଜାରି କରାଯାଇଛି। ବିଶେଷକରି ଜମ୍ମୁ-କଶ୍ମୀର ସୀମା ସଂଲଗ୍ନ ଅଞ୍ଚଳଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି କ୍ରମରେ, ଲୋକମାନେ ପାକିସ୍ତାନ ସୀମା ସଂଲଗ୍ନ ଗାଁରେ...