Tag Archives: PAKISTAN

ପାକିସ୍ତାନକୁ ୧୧ ଅରବ ଡଲାରର ହିସାବ ମାଗିଲାଣି IMF

ଇସଲାମାବାଦ,୭।୧୦: ପାକିସ୍ତାନର ଭୟଙ୍କର ପରିସ୍ଥିତି କୌଣସି ଗୁପ୍ତ କଥା ନୁହେଁ। ଦେଶର ସମ୍ପୂର୍ଣ୍ଣ ଅର୍ଥନୀତି ଋଣ ଉପରେ ଚାଲିଛି। ପାକିସ୍ତାନକୁ ଋଣ ପ୍ରଦାନକାରୀଙ୍କ ତାଲିକାରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଶୀର୍ଷରେ ଅଛି। IMF ପାକିସ୍ତାନକୁ କୋଟି କୋଟି ଡଲାର...

‘ନିଜ ଲୋକଙ୍କ ଉପରେ ବୋମା ମାଡ଼, ୪ ଲକ୍ଷ ମହିଳାଙ୍କୁ ଗଣ ବଳାତ୍କାର…’, ଭୁଲି ଗଲା କି ପାକିସ୍ତାନ? ପୁଣି ପାକିସ୍ତାନକୁ ଟାର୍ଗେଟ କଲା ଭାରତ

ନୂଆଦିଲ୍ଲୀ,୭।୧୦: ପାକିସ୍ତାନକୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଭର୍ତ୍ସନା କରାଯାଇଛି। ଭାରତ ପୁଣି ଥରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଜାତିସଂଘରେ, ଭାରତ ପୁଣି ଥରେ ପାକିସ୍ତାନକୁ ଉଚିତ ଜବାବ ଦେଇଛି, ଏହାର କପଟପୂର୍ଣ୍ଣ ନୀତି ଏବଂ ମିଥ୍ୟା ପ୍ରଚାରକୁ...

ପାକିସ୍ତାନରେ ରହୁଥିବା ସବୁଠାରୁ ଧନୀ ହିନ୍ଦୁ କିଏ? କେତେ ରହିଛି ତାଙ୍କର ସମ୍ପତ୍ତି, କ’ଣ କରନ୍ତି, ଜାଣନ୍ତୁ…

ଇସଲାମାବାଦ,୬।୧୦: ପାକିସ୍ତାନ ନାମ ଶୁଣିଲେ ପ୍ରଥମେ ଯାହା ମନେ ପଡ଼େ ତାହା ହେଉଛି ଦାରିଦ୍ର୍ୟ, କ୍ଷୁଧା, ଆତଙ୍କବାଦ ଏବଂ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର। ପାକିସ୍ତାନ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକ୍ସ ସମ୍ପ୍ରତି ୨୦୨୩ ପାଇଁ ତଥ୍ୟ ପ୍ରକାଶ କରିଛି,...

‘ଭାରତ ନିଜ ବିମାନ ଧ୍ୱଂସାବଶେଷ ତଳେ ପୋତି ହୋଇଯିବ’

ଇସ୍‌ଲାମାବାଦ,୬ା୧୦: ଆଉ ଥରେ ସଂଘର୍ଷ ହେଲେ ଭାରତ ଏହାର ବିମାନଗୁଡ଼ିକର ଧ୍ୱଂସାବଶେଷ ତଳେ ପୋତି ହୋଇଯିବ ବୋଲି ରବିବାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ଧମକ ଦେଇଛନ୍ତି। ଏଥିସହ ଗତ ମେ’ରେ ‘ଅପରେଶନ୍‌ ସିନ୍ଦୂର’ ବେଳେ ପାକିସ୍ତାନ ଭାରତର...

ମହିଳା ଦିନିକିଆ ବିଶ୍ବକପ: ପାକିସ୍ତାନକୁ ୮୮ ରନ୍‌ରେ ହରାଇଲା ଭାରତ

କଲମ୍ବୋ,୫ା୧୦: ମହିଳା ଦିନିକିଆ ବିଶ୍ବକପ୍‌ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ପାକିସ୍ତାନକୁ ୮୮ ରନ୍‌ରେ ପରାସ୍ତ କରି ଏକ ବିଶାଳ ବିଜୟ ହାସଲ କରିଛି। କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ...

ମହିଳା ବିଶ୍ୱକପ୍‌ରେ ପାକିସ୍ତାନର “ଆଜାଦ କଶ୍ମୀର” ନାରା, ଏସିଆ କପ୍ ପରେ ପୁଣି ବିବାଦ

କୋଲମ୍ବୋ,୩।୧: କୋଲମ୍ବୋରେ ଚାଲିଥିବା ମହିଳା ଦିନିକିଆ ବିଶ୍ୱକପରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ମ୍ୟାଚ ସମୟରେ ପୂର୍ବତନ ପାକିସ୍ତାନ ମହିଳା କ୍ରିକେଟ ଦଳର ଅଧିନାୟକ ସାନା ମୀରଙ୍କ ଏକ ରାଜନୈତିକ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ନାଟାଲିଆ ପରଭେଜ...

ଲୁଚି ଲୁଚି ଦୁଇଥର ହ୍ୟାଣ୍ଡସେକ କରିଛନ୍ତି ସୂର୍ଯ୍ୟକୁମାର, ବଡ ଦାବି କଲେ ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ,୨୯।୯: ଏସିଆ କପ୍‌ ଫାଇନାଲରେ ଭାରତ ପାକିସ୍ତାନକୁ ୫ ଉଇକେଟ୍‌ରେ ହରାଇ ଟି-୨୦ ଟାଇଟଲ ଜିତିଛି। କିନ୍ତୁ ପାକିସ୍ତାନ ଅଧିନାୟକ ସଲମାନ ଆଲି ଆଘା ଭାରତର ‘ହ୍ୟାଣ୍ଡସେକ୍‌ ନହେବା’ ନୀତିକୁ କ୍ରିକେଟ ଓ ଖେଳାଳି ମନୋଭାବ ପାଇଁ ‘ଅସମ୍ମାନଜନକ’ ବୋଲି...

ଟୁର୍ନାମେଣ୍ଟରେ ମାତ୍ର ଗୋଟିଏ ବଲ୍‌ ଖେଳି ଭାରତକୁ ଚାମ୍ପିଅନ୍‌ କରାଇଲେ ଏହି ଖେଳାଳି: ଜୀବନରେ ଭୁଲି ପାରିବନି ପାକିସ୍ତାନ

ଦୁବାଇ,୨୯।୯: ରିଙ୍କୁ ସିଂହ ସମଗ୍ର ଏସିଆ କପ୍‌ରେ କେବଳ ଗୋଟିଏ ବଲ ଖେଳିଥିଲେ ଏବଂ ପାକିସ୍ତାନ ବିପକ୍ଷ ଫାଇନାଲ୍‌ରେ ସେହି ବଲ୍‌ରେ ବିଜୟୀ ଚୌକା ମାରି କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଜୀବନବ୍ୟାପୀ ସ୍ମୃତି ପାଲଟି ଯାଇଥିଲେ। ପାକିସ୍ତାନ ବିପକ୍ଷ...

ଭାରତକୁ କେବେ ମିଳିବ ବିଜେତା ଟ୍ରଫି, ମୋହସିନ ନକଭିଙ୍କୁ ଅଲ୍ଟିମେଟମ ଦେଲା BCCI

ଦୁବାଇ,୨୯।୯: ଟିମ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍‌ ଚାମ୍ପିଅନ ହୋଇଛି। କିନ୍ତୁ ପରେ ସେମାନଙ୍କୁ ଟ୍ରଫି ପାଇବାରୁ ବଞ୍ଚିତ କରାଯାଇଛି। ଭାରତୀୟ ଦଳ ଏସୀୟ କ୍ରିକେଟ ପରିଷଦ (ACC)ର ସଭାପତି ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ...

କାନ୍ଦିଲେ ପାକିସ୍ତାନ ଅଧିନାୟକ! ଏମିତି ରାଗ ଶୁଝାଇଲେ

ଦୁବାଇ,୨୯।୯: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନାର ଅପରେଶନ ସିନ୍ଦୂର ଯୋଗୁ ପୀଡିତ ପଡ଼ୋଶୀ ପାକିସ୍ତାନର କ୍ରିକେଟ ଦଳ ଅପରେଶନ ତିଲକ ଦ୍ୱାରା ଥରହର ହୋଇଯାଇଥିଲା। ଏହି ନିଶ୍ୱାସ ବନ୍ଦ କରି ଦେଲାଭଳି, ଧମନୀରେ ବହୁଥିବା ଗରମ ରକ୍ତ...

ଏସିଆ କପ୍ ଫାଇନାଲ: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଦୁବାଇ,୨୮।୯: ଏସିଆ କପ୍ ୨୦୨୫ର ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ଐତିହାସିକ ମୁକାବିଲା ପାଇଁ ମଞ୍ଚ ପ୍ରସ୍ତୁତ। ଏହି ୪୧ ବର୍ଷିୟ ଟୁର୍ନାମେଣ୍ଟର ଇତିହାସରେ ପ୍ରଥମ ଥର ପାଇଁ ଏହି ଦୁଇ ଚିରପ୍ରତିଦ୍ୱନ୍ଦୀ ଫାଇନାଲରେ ମୁହାଁମୁହିଁ ହେଉଛନ୍ତି। ଭାରତୀୟ...

ବେପାରୀ ଟ୍ରମ୍ପଙ୍କ ସମର୍ଥନ ହାସଲ ପାଇଁ ଚାଇନାକୁ ଧୋକା ଦେବ ପାକିସ୍ତାନ, ଦୁର୍ଲଭ ଖଣିଜ ପଦାର୍ଥ ଧରି ପହଞ୍ଚିଲେ ଅସିମ୍‌ ମୁନୀର

ନୂଆଦିଲ୍ଲୀ,୨୮।୯: ପାକିସ୍ତାନ ଆମେରିକାର ସମର୍ଥନ ହାସଲ କରିବା ପାଇଁ ନୂଆ ରଣନୀତି ଆପଣାଇଛି। ଗତ ସପ୍ତାହରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍‌ ଅସିମ୍‌ ମୁନୀର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କାଠ ବାକ୍ସରେ ଦୁର୍ଲଭ ଖଣିଜ ପଦାର୍ଥ ଉପସ୍ଥାପନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri