ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଅପହରଣ, ଜୋର ଜବରଦସ୍ତ କରି… ଇସଲାମବାଦ,୨୯।୫: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଅପହରଣ କରାଯାଇ ବଳପୂର୍ବକ ଇସଲାମ ଧର୍ମ ଗ୍ରହଣ କରି ଜଣେ ମୁସଲିମ ପୁରୁଷଙ୍କ ସହ ବିବାହ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ପରିବାର ଏହା ଦାବି କରିଛନ୍ତି। ଅପହୃତ...