ଭାରତ ସୀମାରେ ପାକିସ୍ତାନର ‘ଡ୍ରୋନ୍’ ଷଡ଼ଯନ୍ତ୍ର: ଜାଣନ୍ତୁ କାହିଁକି ବାରମ୍ବାର ଅନୁପ୍ରବେଶ କରୁଛି ନୂଆଦିଲ୍ଲୀ,୧୬।୨: ଅପରେସନ୍ ସିନ୍ଦୂରର ଶକ୍ତ ପ୍ରହାର ସହିବାର ୮ ମାସ ପରେ ପାକିସ୍ତାନ ପୁଣି ଥରେ ଭାରତୀୟ ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୟାସ କରୁଛି। ଜାନୁଆରୀ ୯ ତାରିଖରୁ ଜମ୍ମୁ-କାଶ୍ମୀର ସୀମାନ୍ତରେ ଏକାଧିକ ପାକିସ୍ତାନୀ ଡ୍ରୋନ୍ ଦେଖାଯିବା ପରେ...