Tag Archives: Pakistan Cricket

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ ମୋହସିନ ନକଭିଙ୍କୁ ଭେଟିଥିଲେ; ଏହି ସାକ୍ଷାତ ପରେ ତାଙ୍କୁ ବୋର୍ଡରେ ଏକ ଗୁରୁତ୍ୱପୂର୍ଣ୍ଣ…

ପାକିସ୍ତାନ କ୍ରିକେଟରେ ହଇଚଇ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ରିଜୱାନ

ଇସଲାମାବାଦ,୧୭।୯: ସମ୍ପ୍ରତି ଶେଷ ହୋଇଥିବା ପାକିସ୍ତାନ-ଇଂଲଣ୍ଡ ଟେଷ୍ଟ ସିରିଜ ବିବାଦ ଘେରରେ ରହିଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ ପରେ, ମହମ୍ମଦ ରିଜୱାନ, ଇମାମ-ଉଲ-ହକ ଏବଂ ସଲମାନ ଆଘାଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ସମେତ ସାତ ଜଣ ଖେଳାଳିଙ୍କୁ ପାକିସ୍ତାନ ଫେରାଇ ଅଣାଯାଇଥିଲା।…

ପାକିସ୍ତାନ କ୍ରିକେଟରେ ବଡ଼ ପରିବର୍ତ୍ତନ, PCB ବୈଠକ ପରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି!

ଇସଲାମାବାଦ,୨୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏକ ବଡ଼ ନିଷ୍ପତ୍ତି ନେଇ ୱିକେଟକିପର-ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦିଙ୍କୁ ନୂତନ ଦିନିକିଆ ଅଧିନାୟକ ନିଯୁକ୍ତ କରାଯାଇଛି।…

ପାକିସ୍ତାନ କ୍ରିକେଟରେ ଝଡ଼: ଏସିଆ କପ୍‌ ବିପର୍ଯ୍ୟୟ ପରେ ପିସିବି ଅଧ୍ୟକ୍ଷଙ୍କ ଇସ୍ତଫା ଦାବି କଲେ ଶାହିଦ ଆଫ୍ରିଦୀ

ନୂଆଦିଲ୍ଲୀ,୧।୧୦: ପାକିସ୍ତାନର କ୍ରିକେଟ ସୁପରଷ୍ଟାର ଶାହିଦ ଆଫ୍ରିଦୀ ଏସିଆ କପ୍‌ର ବିପର୍ଯ୍ୟୟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ଓ ଅନ୍ତର୍ବର୍ତ୍ତୀ ମନ୍ତ୍ରୀ ମୋହସିନ ନକଭିଙ୍କୁ ଇସ୍ତଫା ଦେବାକୁ ଆହ୍ୱାନ କରିଛନ୍ତି। ଆଫ୍ରିଦୀ କହିଛନ୍ତି, “ଏହି ଦୁଇଟି ପଦ ବଡ଼…

‘ପାକିସ୍ତାନ କ୍ରିକେଟର ଜାହାଜ ବୁଡିଗଲା’,ମୋହସିନ ନକଭିଙ୍କୁ ଟାର୍ଗେଟ କଲେ ଇମ୍ରାନ, ଜାଣନ୍ତୁ ମୁନିରଙ୍କୁ କ’ଣ କହିଲେ

ଇସଲମାବାଦ,୩୦।୯: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ ୨୦୨୫ର ଫାଇନାଲରେ, ଟିମ ଇଣ୍ଡିଆ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ପୁଣି ଥରେ କପ ଜିତିଛି। ଭାରତଠାରୁ ହାରିବା ପରେ, ପାକିସ୍ତାନ ପୁଣି ଥରେ କେବଳ ଉପହାସର ସମ୍ମୁଖୀନ ହେଉ…

ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କ ୨ ଗୋଡ଼ କାଟି ଦେଲେ: କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଇସଲାମାବାଦ୍‌,୨୯।୫: ପାକିସ୍ତାନର ଜଣେ ହିନ୍ଦୁ କ୍ରିକେଟର ତାଙ୍କର ଦୁଇଟି ଗୋଡ ହରାଇଛନ୍ତି। ମୋହିନ୍ଦର କୁମାର ନାମକ ଏହି କ୍ରିକେଟର ପାକିସ୍ତାନ ପାଇଁ ପ୍ରଥମ ଶ୍ରେଣୀ ଏବଂ ‘ଲିଷ୍ଟ ଏ’ ଖେଳିଛନ୍ତି। ପାକିସ୍ତାନ ପାଇଁ ଘରୋଇ କ୍ରିକେଟ ଖେଳିଥିବା ପୂର୍ବତନ କ୍ରିକେଟର ଏବଂ…

ହଠାତ୍‌ କ୍ରିକେଟ୍‌ ପଡ଼ିଆରେ ଟଳିପଡ଼ିଲେ କ୍ରିକେଟର୍‌: ପାଗ ସାଜିଲା କାଳ

ଆଡିଲେଡ,୧୭।୩: ଦକ୍ଷିଣ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଏକ କ୍ଲବ କ୍ରିକେଟ ମ୍ୟାଚ ସମୟରେ ଅତ୍ୟଧିକ ଗରମ ଯୋଗୁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଜୁନୈଦ ଜାଫର ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ତାଙ୍କ ଜୀବନ ବଞ୍ଚାଯାଇପାରି ନ ଥିଲା। ଆଡିଲେଡର…

ପାକିସ୍ତାନ ହାତ ଛାଡିଲେ ଏହି ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଗ୍ରାଣ୍ଟ ବ୍ରାଡବର୍ନ ପାକିସ୍ତାନ କ୍ରିକେଟ ବୋର୍ଡ ଛାଡିଛନ୍ତି। ସେ ପାକିସ୍ତାନର ଉଚ୍ଚ ପ୍ରଦର୍ଶନକାରୀ(High-performance coach) କୋଚ ଥିଲେ। ଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ସେ ମିକି ଆର୍ଥରଙ୍କ ଅନୁପସ୍ଥିତିରେ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?