ସରକାରଙ୍କ ଐତିହାସିକ ନିଷ୍ପତ୍ତି: ଏଣିକି ସବୁ କର୍ମଜୀବୀ ମହିଳାଙ୍କୁ ମିଳିବ ୧୨ ଦିନର ମାସିକ ଋତୁସ୍ରାବ ଛୁଟି ବେଙ୍ଗାଲୁରୁ,୧୦।୧୦: ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନେତୃତ୍ୱରେ କର୍ନାଟକ ସରକାର କର୍ମଜୀବୀ ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମହିଳାମାନଙ୍କୁ ମାସିକ ଦରମା ମାସିକ ଛୁଟି ପ୍ରଦାନ କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ ଏଚ.କେ.…