ଟ୍ରମ୍ପ୍ ପାରିଲେ ମୋଦି କାହିଁକି ନୁହେଁ: ପାକିସ୍ତାନରୁ ଉଠାଇ ଆଣିବାକୁ ଚ୍ୟାଲେଞ୍ଜ କଲେ ଓୱାଇସି ନୂଆଦିଲ୍ଲୀ,୪ା୧: ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମୋଦି କାହିଁକି ନୁହେଁ। ଆମେରିକାର ଆକରତ୍ମକ ଆଭିମୁଖ୍ୟକୁ ନେଇ ବିଶ୍ୱରେ ଚର୍ଚ୍ଚା ଚାଲିଥିବା ବେଳେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ବ୍ୟଙ୍ଗ କରିଛନ୍ତି।…