ଆରଆଇ, ଏଆରଆଇ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ କଲା ବିଜ୍ଞପ୍ତି, ଡିସେମ୍ବର ୩୦ରୁ ଆବେଦନ ଆରମ୍ଭ
ଭୁବନେଶ୍ୱର,୨୯ା୧୨: ଓଡ଼ିଶା ସବ ଅର୍ଡିନେଟ ସିଲେକ୍ସନ କମିଶନ(ଓଏସଏସଏସସି) ପକ୍ଷରୁ ରେଭିନିଉ ଇନ୍ସପେକ୍ଟର(ଆରଆଇ), ଏଆରଆଇ, ଆଇସିଡିଏସ, ଅମିନ ଏବଂ ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏଥିପାଇଁ ୨୦୨୩ ଡିସେମ୍ବର ୩୦ ତାରିଖରୁ ଆବେଦନ ଆରମ୍ଭ...


