Hindu Marriage Act: ପତ୍ନୀଙ୍କ ଦ୍ୱାରା ଦାବି କରାଯାଇଥିବା ପରିମାଣଠାରୁ ଅଧିକ ଭରଣପୋଷଣ ପ୍ରଦାନ କରିପାରିବେ କୋର୍ଟ
କଟକ, ୭ା୩: ଓଡିଶା ହାଇକୋର୍ଟ ରାୟ ଦେଇଛନ୍ତି ଯେ ଏକ ମାମଲାର ତଥ୍ୟ ଏବଂ ପରିସ୍ଥିତିକୁ ବିଚାର କରି ଏବଂ ନ୍ୟାୟପୂର୍ଣ୍ଣ ଏବଂ ନିରପେକ୍ଷ ଉପାୟ ଯୋଗାଇବା ପାଇଁ, ହିନ୍ଦୁ ବିବାହ ଆଇନ, ୧୯୫୫(‘ଆଇନ’) ଅନୁଯାୟୀ କୋର୍ଟ ଆବେଦନକାରୀ ଦାବି କରିଥିବା…
ଭରଣପୋଷଣ ମାମଲାରେ ସମ୍ପତ୍ତି ପ୍ରକାଶ ନକରିବାରୁ ଅସନ୍ତୋଷ ପ୍ରକାଶ କଲେ ଓଡ଼ିଶା ହାଇକୋର୍ଟ
ଭୁବନେଶ୍ୱର,୧୪।୨: ଭରଣପୋଷଣ ମାମଲାରେ ସମ୍ପତ୍ତି ପ୍ରକାଶ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ ନକରିବାରୁ ଓଡ଼ିଶା ହାଇକୋର୍ଟ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିକଟରେ ଏକ ମାମଲାର ଶୁଣାଣି ସମୟରେ ବିଚାରପତି ଗୌରୀଶଙ୍କର ଶତପଥୀ ଏକ ଫ୍ୟାମିଲି କୋର୍ଟ ଏହି ନିର୍ଦ୍ଦେଶାବଳୀ ପାଳନ…
ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ଦ୍ଵନ୍ଦ ହଟିଲା: ଓଡ଼ିଶା ହାଇକୋର୍ଟଙ୍କ ସ୍ଥଗିତାଦେଶ କୋହଳ
କଟକ,୫ା୨: ଓଡ଼ିଶା ହାଇକୋର୍ଟ ବୁଧବାର ତାଙ୍କର ପୂର୍ବ ସ୍ଥଗିତାଦେଶକୁ କୋହଳ କରିବା ସହିତ ୨୭୫୩ ଜଣ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (MPHW)ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି। ଓଏସଏସଏସସି MPHW ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଅନେକ ପ୍ରାର୍ଥୀ ଆବେଦନ…
ହେଲ୍ଥ ଓ୍ବାର୍କର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ
କଟକ,୩।୧:ମଲ୍ଟି ପର୍ପସ ହେଲ୍ଥ ଓ୍ବାର୍କର(ଏମପିଏଚଡବ୍ଲ୍ୟୁ) ନିଯୁକ୍ତି ଉପରେ ରୋକ ଲଗାଇବାକୁ ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିସନ (ଓଏସଏସଏସ୍ସି)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୦୨୪ରେ ଓଏସଏସଏସସି ରାଜ୍ୟରେ ମୋଟ ୨୭୫୩ଟି ପଦବୀ ପୂରଣ କରିବା ଲକ୍ଷ୍ୟରେ ଏମପିଏଚଡବ୍ଲୁର ଫଳାଫଳ ଘୋଷଣା…
ବିନା ନୋଟିସରେ ଉଚ୍ଛେଦ ମନା! ବିଏମସି, ସିଏମସି କମିଶନରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ,୨୯।୧: ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ ସିଲଭର ସିଟି କଟକର ବିଭିନ୍ନ ସ୍ଥାନରେ ଜବରଦଖଲକାରୀଙ୍କୁ ହଟେଇବା ପାଇଁ ଉଚ୍ଛେଦ କରାଯାଉଛି। ଏହାରି ମଧ୍ୟରେ ବୁଧବାର ଓଡ଼ିଶା ହାଇକୋର୍ଟ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଏବଂ କଟକ ମ୍ୟୁନିସିପାଲ କର୍ପୋରେସନ…
ରାଜ୍ୟରେ ୪୦୦୦ ଖାଲି କନିଷ୍ଠ ଶିକ୍ଷକ ପଦବୀ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ,୨୩ା୧୨: ରାଜ୍ୟରେ କନିଷ୍ଠ ଶିକ୍ଷକ ପଦବୀ ନିଯୁକ୍ତିକୁ ନେଇ ଚାଲିଥିବା ବିବାଦରେ ପୁଣିଥରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ସଦ୍ୟତମ ବିକାଶରେ ହାଇକୋର୍ଟ ନୂତନ କଟ୍ ମାର୍କ ସ୍ଥିର କରି ୪୦୦୦ ଖାଲି କନିଷ୍ଠ ଶିକ୍ଷକ ପଦବୀ ପୂରଣ କରି ଦ୍ୱିତୀୟ ମେରିଟ୍…
ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ
କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା ନିର୍ଦୟତାର ମାମଲାରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଯାହା ନିରପେକ୍ଷତା…
ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ମାମଲା: ୪ ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି ନିର୍ଦ୍ଦେଶ
କଟକ,୧୬ା୨(କାର୍ତ୍ତିକ ସାହୁ): ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ସେଥିରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଗଣନା ପାଇଁ ଗଠିତ ଉଚ୍ଚ ସ୍ତରୀୟ କମିଟିର ଅଧକ୍ଷ ନିଯୁକ୍ତି ୪ ସପ୍ତାହ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ…
Archives


