Tag Archives: Op Sindoor

‘ଅପରେସନ୍ ସିନ୍ଦୂର’: ଭାରତୀୟ ବାୟୁସେନାର ପ୍ରଭାବ ଦେଖି ଅସ୍ତ୍ରବିରତି ପାଇଁ ବାଧ୍ୟ ହୋଇଥିଲା ପାକିସ୍ତାନ

ନୂଆଦିଲ୍ଲୀ,୨୬।୧: ୨୦୨୫ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ୮୮ ଘଣ୍ଟିଆ ଯୁଦ୍ଧ ଉପରେ ବଡ ଖୁଲାସା ହୋଇଛି। ସୁଇଜରଲ୍ୟାଣ୍ଡର ପ୍ରତିଷ୍ଠିତ ସାମରିକ ଥିଙ୍କ୍ ଟ୍ୟାଙ୍କ ‘ସେଣ୍ଟର ଫର ମିଲିଟାରୀ ହିଷ୍ଟ୍ରି ଆଣ୍ଡ ପର୍ସପେକ୍ଟିଭ୍ ଷ୍ଟଡିଜ୍’ (CHPM) ବଡ…

‘ଅପରେସନ୍ ସିନ୍ଦୂର’ର ୬ ମାସ ପରେ ଜାମ୍ମୁ ଓ କାଶ୍ମୀରରେ ଲଶ୍କର ଓ ଜୈଶର ନୂଆ ଆକ୍ରମଣ ଯୋଜନା!

ଶ୍ରୀନଗର/ନୂଆଦିଲ୍ଲୀ,୫।୧୧: ଭାରତର ‘ଅପରେସନ୍ ସିନ୍ଦୂର’ ପରେ ଜାମ୍ମୁ ଓ କାଶ୍ମୀରରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ନେଇ ଆସିଥିବା ନୂଆ ଗୋଇନ୍ଦା ତଥ୍ୟରୁ ଜଣାପଡ଼ିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧରେ ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ସଠିକ୍ ପାଲଟା-ଆତଙ୍କବାଦୀ…

ଅପରେସନ ସିନ୍ଦୂର ପରେ ପାକିସ୍ତାନର ହୀନ ବ୍ୟବହାର: ଭାରତୀୟ କୂଟନୀତିଜ୍ଞଙ୍କୁ ଖବରକାଗଜ, ଗ୍ୟାସ ଓ ପାଣି ଯୋଗାଣ ବନ୍ଦ

ନୂଆଦିଲ୍ଲୀ,୧୧।୮: ପାକିସ୍ତାନ ଅପରେସନ ସିନ୍ଦୂର ପରେ ଇସଲାମାବାଦରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କ ଉପରେ ଉତ୍ପୀଡ଼ନକୁ ତୀବ୍ର କରିଛି। ଏହି ଅପରେସନରେ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ସୋମବାର ଅଧିକାରୀଙ୍କ ସୂଚନା ଅନୁସାରେ, ଭାରତୀୟ…

୬ ପାକ୍‌ ଯୁଦ୍ଧବିମାନ ଖସାଇଥିଲା ଭାରତ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୧୦ା୮; ପାକିସ୍ତାନ ବିରୋଧରେ ‘ଅପରେଶନ ସିନ୍ଦୂର’ ବେଳେ ଭାରତ ଅନୂ୍ୟନ ୫ ଯୁଦ୍ଧବିମାନ ଏବଂ ଗୋଟିଏ ବଡ଼ ଏୟାରକ୍ରାଫ୍ଟକୁ ଖସାଇଥିବା ନେଇ ଶନିବାର ବାୟୁସେନା ମୁଖ୍ୟ ମାର୍ଶଲ ଅମରପ୍ରୀତ ସିଂ ଦାବି କରିଛନ୍ତି। ବେଙ୍ଗାଲୁରୁରେ ଶନିବାର ଆୟୋଜିତ ଷୋଡ଼ଶ ଏୟାର ଚିଫ୍‌…

ଅପରେସନ୍ ସିନ୍ଦୂର: କିରାନା ହିଲ୍ସରେ ଭାରତର ଆକ୍ରମଣ ନେଇ OSINT ବିଶେଷଜ୍ଞଙ୍କ ଦାବି

ନୂଆଦିଲ୍ଲୀ,୨୧।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ’ ୨୦୨୫ରେ ହୋଇଥିବା ଅପରେସନ୍ ସିନ୍ଦୂର ସମୟରେ ଭାରତ ପାକିସ୍ତାନର କିରାନା ହିଲ୍ସକୁ ଆକ୍ରମଣ କରିଥିବା ନେଇ ଜଣେ ପ୍ରଖ୍ୟାତ ଓପନ୍-ସୋର୍ସ ଇଣ୍ଟେଲିଜେନ୍ସ (OSINT) ବିଶେଷଜ୍ଞ ଦାବି କରିଛନ୍ତି। କିରାନା ହିଲ୍ସ, ଯାହା ପାକିସ୍ତାନର…

ଅପରେଶନ ସିନ୍ଦୂର ସମୟରେ ଚାଇନା ପାକିସ୍ତାନକୁ ଦେଇଥିଲା ଲାଇଭ ଇନପୁଟ

ନୂଆଦିଲ୍ଲୀ, ୪।୭: ଭାରତୀୟ ସୈନ୍ୟର ଉଚ୍ଚସ୍ତରୀୟ କର୍ମଚାରୀ ଲେଫ୍ଟେନାଣ୍ଟ ଜେନେରାଲ୍ ରାହୁଲ ଆର୍ ସିଂହ କହିଛନ୍ତି ଯେ, ଚାରି ଦିନିଆ ସଂଘର୍ଷ “ଅପରେଶନ ସିନ୍ଦୂର” ସମୟରେ ଚାଇନା ପାକିସ୍ତାନକୁ ଭାରତର ଗୁରୁତ୍ଵପୂର୍ଣ୍ଣ ଭେକ୍ଟରଗୁଡ଼ିକ ବିଷୟରେ ରିଅଲ-ଟାଇମ ଇନପୁଟ ପ୍ରଦାନ କରିଥିଲା। ସେ…

ଅପରେସନ ସିନ୍ଦୁରରେ ବଡ କ୍ଷତି ସହିଛି ପାକିସ୍ତାନ, ଏପର୍ଯ୍ୟନ୍ତ ଖୋଲିପାରୁନି ବିମାନ ବନ୍ଦର

ଓ୍ବାଶିଂଟନ୍‌,୧୯।୬: ପାକିସ୍ତାନ ମେ’ ମାସରେ ଅପରେସନ ସିନ୍ଦୁର ସମୟରେ ଭାରତୀୟ ମିସାଇଲ ଦ୍ୱାରା କ୍ଷତିଗ୍ରସ୍ଥ ହୋଇଥିବା ରହିମ ୟାର ଖାନ ବିମାନ ଘାଟି ପାଇଁ ପୁଣି ଥରେ ଏକ ନୋଟିସ ଟୁ ଏୟାରମେନ (NOTAM) ଜାରି କରିଛି। OSINT ବିଶେଷଜ୍ଞ ଡାମିଅନ…

ରାତି ଅନିଦ୍ରା ହୋଇ କିପରି ଅପରେଶନ ସିନ୍ଦୁର ଟ୍ରାକ୍ କରୁଥିଲେ ପ୍ରଧାନମନ୍ତ୍ରୀ, ଖୁଲାସା କଲେ ମନ୍ତ୍ରୀ

ନୂଆଦିଲ୍ଲୀ,୪ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେଶନ ସିନ୍ଦୁର ବିମାନ ଆକ୍ରମଣକୁ ରାତିସାରା ନୀରିକ୍ଷଣ କରୁଥିଲେ। ଏଥିସହିତ ପାକିସ୍ତାନର ପରମାଣୁ ବ୍ଲାକମେଲକୁ ଖାତିର ନ କରି କିପରି ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଆକ୍ରମଣ କଲା, ତାହାକୁ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ…

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ “ଅପରେଶନ ସିନ୍ଦୂର” ଉପରେ ପ୍ରବନ୍ଧ ପ୍ରତିଯୋଗିତା ଆରମ୍ଭ; ବିଜେତାଙ୍କୁ ମିଳିବ…

ନୂଆଦିଲ୍ଲୀ,୧।୬: ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ “ଅପରେଶନ ସିନ୍ଦୂର” ଉପରେ ଏକ ଜାତୀୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କ ମଧ୍ୟରେ ଭାରତୀୟ ସେନାର ଐତିହାସିକ କାର୍ଯ୍ୟକଳାପ ଏବଂ ଦେଶର ସୁରକ୍ଷା…

ଅପରେଶନ ସିନ୍ଦୂର: କୋଟି କୋଟି ଭାରତୀୟଙ୍କ ଭାବନାର ପ୍ରତିଫଳନ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ବରଂ ଏହା କୋଟି କୋଟି ଭାରତୀୟଙ୍କ ଭାବନା ଓ ଆକ୍ରୋଶର ପ୍ରତିଫଳନ। ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ,…

ଅପରେସନ ସିନ୍ଦୁରରେ IC-814 ଅପହରଣକାରୀ, ପୁଲୱାମା ଆକ୍ରମଣକାରୀ ସମେତ ୧୦୦ ଆତଙ୍କବାଦୀ ନିହତ: ସେନା

ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନା ରବିବାର ନିଶ୍ଚିତ କରିଛି ଯେ, ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ, ଯେଉଁମାନେ ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ (IC-814) ଅପହରଣ ଏବଂ ୨୦୧୯ ମସିହାରେ ପୁଲୱାମାରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣରେ ଜଡ଼ିତ ଥିଲେ, ସେମାନେ…

“ସିନ୍ଦୂର ଅଭିଯାନ ଚାଲୁ ଅଛି, ପାକିସ୍ତାନ ଉପରେ ବର୍ଷା ହେବ ମିସାଇଲ୍: ରାଜନାଥ ସିଂହ

ନୂଆଦିଲ୍ଲୀ,୮।୫: ଭାରତୀୟ ସେନାର ଅପରେସନ ସିନ୍ଦୂର ଏବେ ମଧ୍ୟ ଜାରି ରହିଛି ଏବଂ ପାକିସ୍ତାନ ଉପରେ ମିସାଇଲ ଆକ୍ରମଣର ତୀବ୍ରତା ଆହୁରି ବୃଦ୍ଧି ପାଇବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘୋଷଣା କରିଛନ୍ତି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri