ପୁଣିଥରେ ରିଙ୍ଗକୁ ଫେରିବେ ମାଇକ୍ ଟାଇସନ୍, ସୋସିଆଲ ମିଡିଆ ‘ସୁଲ୍ତାନ୍’ଙ୍କ ସହ ହେବ ଲଢ଼େଇ ନୂଆଦିଲ୍ଲୀ,୯।୩: ଦୁନିଆର ସବୁଠାରୁ ଭୟଙ୍କର ବକ୍ସର ମାଇକ ଟାଇସନ ୫୭ ବର୍ଷ ବୟସରେ ପୁଣି ଥରେ ରିଙ୍ଗକୁ ଫେରିବାକୁ ଯାଉଛନ୍ତି। ଜୁଲାଇ ୨୦ ରେ ଟାଇସନ ରିଙ୍ଗକୁ ଫେରିବେ। ସେ ପୂର୍ବତନ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ପେସାଦାର ବକ୍ସର...