ଏମିତି ପୀଠ, ଗଞ୍ଜେଇ ଭୋଗ ଯାଚିଲେ ପୂରଣ ହୋଇଥାଏ ମନସ୍କାମନା
ପାଟକୁରା,୧୫ା୧୧(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ବେଡ଼ାରୀ ପଞ୍ଚାୟତ ସୋଲପାଟ ଗ୍ରାମ ଚିତ୍ରୋତ୍ପଳା ନଦୀକୂଳରେ ସନ୍ଥ ମସ୍ତରାମ ପୀଠରେ ମହାପୁରୁଷ ମସ୍ତରାମଙ୍କ ଜନ୍ମବାର୍ଷିକ ପବିତ୍ର ନାଗ ଚତୁର୍ଥୀରେ ପାଳିତ ହୋଇଛି। ଆଖପାଖ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁ ପୀଠରେ…

