Tag Archives: odisha

ବିଜେଡିକୁ ବଡ଼ ଝଟକା: ଦଳ ଛାଡିଲେ ଏହି ବରିଷ୍ଠ ନେତା, ରାଜନୀତିରେ ହଇଚଇ

ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା): ଗତ ୪ ତାରିଖରେ ବିଜେଡି ଜିଲା ସଭାପତି ଭାବେ ଜଗନ୍ନାଥ ସାରକାଙ୍କ ନାମ ଘୋଷଣା ପରେ ଜିଲା ବିଜେଡିରେ ଭୃକୁଞ୍ଚନ ସୃଷ୍ଟି ହୋଇଛି। ଜିଲାରେ ବିଜେଡିରେ ବରିଷ୍ଠ ନେତା ଓ କର୍ମୀଙ୍କ ମନରେ କୁହୁଳିଛି ଅସନ୍ତୋଷର ନିଆଁ।…

ଯାହା ବି କିଛି ଥିଲା, ସେତେକ ବି ଗଲା: ବିଜେଡିକୁ ତଥାଗତଙ୍କ ତାଚ୍ଛଲ୍ୟ

ଭୁବନେଶ୍ୱର,୯।୯: ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ। ଏହି ସମୟରେ ବିଜେଡିକୁ ତେର୍ଚ୍ଛା ବାଣ ମାରି ଚର୍ଚ୍ଚାକୁ ଆସିଛନ୍ତି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ନ ଦେବା ପାଇଁ ନିଷ୍ପତ୍ତି ନେବା ପ୍ରସଙ୍ଗରେ ସେ…

ଜିଲା ସଭାପତି ଘୋଷଣା ପରେ ଅସନ୍ତୁଷ୍ଟ ବରିଷ୍ଠ ନେତା, କର୍ମୀ : ସାମୂହିକ ଭାବେ ଇସ୍ତଫା ଦେବା ନେଇ…

ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା): ଗତ ୪ ତାରିଖରେ ବିଜେଡି ଜିଲା ସଭାପତି ଭାବେ ଜଗନ୍ନାଥ ସାରକାଙ୍କ ନାମ ଘୋଷଣା ପରେ ଜିଲା ବିଜେଡିରେ ଭୃକୁଞ୍ଚନ ସୃଷ୍ଟି ହୋଇଛି। ଜିଲାରେ ବିଜେଡିରେ ବରିଷ୍ଠ ନେତା ଓ କର୍ମୀଙ୍କ ମନରେ କୁହୁଳିଛି ଅସନ୍ତୋଷର ନିଆଁ।…

ସରପଞ୍ଚଙ୍କୁ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା: ଦିଲ୍ଲୀ ସ୍ବାଧୀନତା ଦିବସରେ …

ପାଟଣା,୧।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ସରପଞ୍ଚ ବିନତୀ ବାନରା ନୂଆଦିଲ୍ଲୀର ୭୯ତମ ସ୍ବାଧୀନତା ଦିବସ ପରେଡରେ ପଞ୍ଚାୟତରାଜ ସଦସ୍ୟ ଭାବେ ଯୋଗଦେଇ ଫେରିଛନ୍ତି । ଏଥିସହ ସେ ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ରସରକାରଙ୍କ ଦ୍ୱାରା…

ଭଦ୍ରକ କଲେଜ ଗେଟ୍‌ରେ ବ୍ୟାନର ଲଗାଯିବାକୁ ନେଇ ହୋହଲ୍ଲା: ଟାୟାର ଜାଳି ଧାରଣା

ଭଦ୍ରକ, ୯।୯(ସନାତନ ରାଉତ): ଭଦ୍ରକ କଲେଜ ମୁଖ୍ୟ ଗେଟରେ ବ୍ୟାନର ଲଗାଯିବାକୁ ନେଇ ଗତକାଲି ରାତିରୁ ହୋହଲ୍ଲା ଚାଲିଛି । ମଙ୍ଗଳବାର ସକାଳୁ ଛାତ୍ର ବିଜେଡି ସମର୍ଥିତ କେରକେରା ଛାତ୍ର କଲେଜ ଗେଟ୍‌ରେ ବାଉଁଶ ବାନ୍ଧି ଟାୟାର ଜାଳି ଗେଟ୍‌ ଅବରୋଧ…

ଆଜିଠୁ ପିତୃପକ୍ଷ ଆରମ୍ଭ, ଜାଣନ୍ତୁ କାହିଁକି କରାଯାଏ…

ପୁରୀ,୮ା୯(ଅଜିତ୍‌ କୁମାର ମହାନ୍ତି): ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ତିଥି ସୋମବାରଠାରୁ ପିତୃପକ୍ଷ ଆରମ୍ଭ ହେବ। ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ୧୫ ଦିନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରାଯାଏ। ପିତୃପକ୍ଷ ଅବସରରେ…

୧୩ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଏସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୭ା୯: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଓଡ଼ିଶାରେ ଆସନ୍ତା ୭ ରୁ ୧୩ ସେପ୍ଟେମ୍ବର ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ହେବାର ସମ୍ଭାବନା ରହିଛି। ମୌସୁମୀ ସକ୍ରିୟ ଥିବାରୁ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଜୋନାଲ୍‌ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ: ଭାଗ ନେଇଛନ୍ତି ୪ ଜୋନର ୭ ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ଗଞ୍ଜାମ,୬ା୯(ବିଦ୍ୟାଧର ସାହୁ)-ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ପକ୍ଷରୁ ମିନି ଷ୍ଟାଡିୟମରେ ବ୍ଲକର ଜୋନାଲସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛି। ୪ଟି ଜୋନ ରମ୍ଭା ହାଇସ୍କୁଲ, ସୁବଳୟା ହାଇସ୍କୁଲ, ଖଣ୍ଡଦେଉଳୀ ହାଇସ୍କୁଲ ଏବଂ ଗଞ୍ଜାମ ଭାରତୀ ବିଦ୍ୟାପୀଠର ପ୍ରାୟ ୭ ଶହରୁ…

ହାତ ପାହାନ୍ତାରେ ମିଳିବ ବିଭିନ୍ନ ପ୍ରକାର ଚାରା, ପ୍ରଦୂଷଣ କମାଇବାକୁ ଆରମ୍ଭ ହେଲା…

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୬।୯ (ଅରୁଣ ସାହୁ/ମନୋରଞ୍ଜନ ରଣା ): ଘରେ ଘରେ ହେବ ବୃକ୍ଷ ରୋପଣ,କମିବ ପ୍ରଦୁଷଣ, ସୃଷ୍ଟି ହେବ ଜଙ୍ଗଲ, ଜଙ୍ଗଲ ସମ୍ପଦ ଯୋଗୁ ଲୋକେ ହେବେ ସ୍ବାବଲମ୍ବୀ। କିଛି ଏଭଳି ପ୍ରୟାସ ଆରମ୍ଭ କରିଛି ବାଲିଗୁଡ଼ା ବନଖଣ୍ଡର ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ।…

ହୋଟେଲରେ ବିକୁଛନ୍ତି ବାସିଖାଦ୍ୟ, ଟ୍ରେଡ୍‌ ଲାଇସେନ୍ସ ନାହିଁ: ଚଢ଼ାଉ ଜୋରଦାର କଲା ଭଞ୍ଜନଗର NAC , ୭ ଦୋକାନ…

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସି ପକ୍ଷରୁ ଶନିବାର ଶତାଧିକ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇଛି। ବେନିୟମ ଭାବେ ଦୋକାନ ଖୋଲିବା, ହୋଟେଲରେ ନିମ୍ନ ମାନର ଖାଦ୍ୟ ବିକ୍ରି କରିବା, ଟ୍ରେଡ ଲାଇସେନ୍ସ ନ ରଖିବା, ପଲିଥିନ ବ୍ୟବହାର କରିବା…

ପ୍ରେମ ଜାଲରେ ଫସାଇ କଲେ ଗର୍ଭବତୀ, ବିବାହ କରିବା ଜିଦ୍‌ ଧରିବାରୁ ହତ୍ୟା ଧମକ; ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ପାଟପୁର,୬ା୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ପୋଲିସ ସିଙ୍ଗପୁର ଗ୍ରାମର ବି.ଅଶ୍ୱିନୀ କୁମାର ଦୋରାଙ୍କୁ ଶୁକ୍ରବାର ଗିରଫ କରିଛନ୍ତି। ଅଶ୍ୱିନୀ ବାଲେଶ୍ୱର ଜିଲା ବାଲେଶ୍ୱର ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହର ପ୍ରତିଶ୍ରୁତି ଦେଇ…

ଟିଟଲାଗଡରେ ଚାଞ୍ଚଲ୍ୟ: ରେଲୱେ ଓଭର ବ୍ରିଜରେ ଝୁଲୁଛି ଝାଲମୁଡ଼ି ଦୋକାନିଙ୍କ ମୃତଦେହ

ବଲାଙ୍ଗୀର,୬।୯ (ସୁନିଲ ମହାନ୍ତି, ଶରତ ମିଶ୍ର): ବଲାଙ୍ଗିର ଜିଲା ଟିଟଲାଗଡ ରେଳୱେ ଓଭର ବ୍ରିଜରେ ଶନିବାର ସକାଳୁ ଝାଲମୁଡ଼ି ବ୍ୟବସାୟୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ, ଆଜି ସକାଳୁ ସକାଳୁ ଲୋକେ ପ୍ରାତଃ ଭ୍ରମଣ କରିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri