Tag Archives: odisha

ଗୋଟିଏ ନାମ ଦୁଇଟି ଦେଶ

ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାଜଧାନୀ ରାୟପୁର ସହରରେ ମୋର ଆମତ୍ଜ ଏକ ପ୍ରତିଷ୍ଠିତ ବ୍ୟାଙ୍କର ପରିଚାଳକ ଥିବା ଅବସରରେ ପ୍ରାୟ ପାଞ୍ଚବର୍ଷ ତଳେ ଆମେ ସେଠାକୁ ଭ୍ରମଣରେ ଯାଇଥିଲୁ। ତୁଳସୀ ବୋଲି ଜଣେ ମଧ୍ୟ ବୟସ୍କା ସ୍ତ୍ରୀ ଲୋକ...

ପିସିସି ସଭାପତି ଭକ୍ତ ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ନେତାଙ୍କୁ କଂଗ୍ରେସରୁ କରାଗଲା ନିଲମ୍ବନ

ଭୁବନେଶ୍ୱର,୨୨।୧୧: ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ନିହାର ରଞ୍ଜନ ବେହେରା କଂଗ୍ରେସରୁ ନିଲମ୍ବିତ କରାଯାଇଛି। ବିଶୃଙ୍ଖଳା ଆଚରଣ ସହ ନେତୃତ୍ୱ ବିରୋଧରେ ମନ୍ତବ୍ୟ ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଦ୍ୱାରା ନିହାର ବେହେରାଙ୍କୁ ନିଲମ୍ବିତ...

ପୁଣି ଜଣେ ୫୧ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ, ଚିନ୍ତାରେ ପରିବାର

କଲ୍ୟାଣସିଂହପୁର, ୨୧।୧୧( ଦୀପକ କୁମାର ପରିଡ଼ା ): ଦାଦନ କାମ ପାଇଁ ଯାତ୍ରା କଲାବେଳେ ଟ୍ରେନରୁ ସମୟରେ ଓହ୍ଲାଇ ପାରି ନ ଥିବାରୁ ଏକ ୫୧ ବର୍ଷୀୟ ଶ୍ରମିକ ନିଖୋଜ ହୋଇଯାଇଥିବା ଖବର ମିଳିଛି। ଘଟଣାକୁ ନେଇ ପରିବାର ସଦସ୍ୟମାନେ...

ଘରେ ପଶି ଚୋରି କରୁଥିବା ବେଳେ ପଡ଼ିଲେ ଧରା: ସୁନା, ରୂପା ଅଳଙ୍କାର ସହ ଟଙ୍କା ଜବତ କଲା ପୋଲିସ

ଗଜପତି,୨୧।୧୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଦୁଇ ଦୁର୍ବୃତ୍ତଙ୍କୁ ଚୋରୀ କରୁଥିବା ସମୟରେ ଧରିଥିବା ଜଣାପଡିଛି । ସେମାନଙ୍କଠାରୁ ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଜବତ ହୋଇଛି। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ...

ଭଞ୍ଜନଗରରେ ବଢୁଛି ଦ୍ରୁତ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା: ବ୍ୟବସାୟୀଙ୍କୁ ବାଇକ୍‌ ଧକ୍କା ଦେବା ପରେ ରାସ୍ତାରୋକୋ

ଭଞ୍ଜନଗର,୨୧।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଓ ସହରତଳି ଅଞ୍ଚଳରେ ଅଧିକାଂଶ ସମୟରେ ଦ୍ରୁତ ବାଇକ ଚାଳନା ଦେଖିବାକୁ ମିଳୁଛି। ଏଥିସହ ଅନ୍ୟାନ୍ୟ ଯାନବାହାନ ଗୁଡ଼ିକ ମଧ୍ୟ ସହର ଭିତରେ ଦ୍ରୁତ ଗତିରେ ଚଳ ପ୍ରଚଳ କରୁଛନ୍ତି। ଏନେଇ...

ବାଇକରେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ, ମାଡ଼ିବସିଲା ଅବକାରୀ ବିଭାଗ, ଜେଲ ଗଲେ…

ଦିଗପହଣ୍ଡି, ୨୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ମୂଖ୍ୟ ରାସ୍ତାର କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଜଣେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକଙ୍କୁ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଚିକିଟି ଅବକାରୀ ଇନ୍ସପେକ୍ଟର...

ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଉଦ୍‌ଘାଟନ କଲେ ବିଧାୟକ, ମାଗଣାରେ ରୋଗୀଙ୍କୁ…

ଦିଗପହଣ୍ଡି,୨୧।୧୧(ଅଶେଷ ନାଥ ମିଶ୍ର): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଦିଗପହଣ୍ଡି ଏନ୍‌ଏସି ୱାର୍ଡ ନଂ. ୨ କରଣ ସାହି ସ୍ଥିତ ଗୋପବନ୍ଧୁ ବିଦ୍ୟାଳୟର ପୁରୁଣା କୋଠାରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶୁଭ ଉଦଘାଟନ...

ଦିଗପହଣ୍ଡିରେ ମାତିଛନ୍ତି ବାର୍‌ହା: ବ୍ୟାପକ ଧାନ ଫସଲ ନଷ୍ଟ, କ୍ଷତିପୂରଣ ପାଇଁ ରେଞ୍ଜରଙ୍କୁ…

ଦିଗପହଣ୍ଡି,୨୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଚାଷଜମିରେ ବାରହା ଉପଦ୍ରବ ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସହରର ବହୁସଂଖ୍ୟକ ଚାଷୀ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟରେ ପହଞ୍ଚି...

ପଞ୍ଚାୟତ କାମ ସାରି ଫେରୁଥିଲେ, ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌; ଉନ୍ନୟନ ଅଧିକାରୀ… 

ଦିଗପହଣ୍ଡି, ୨୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ନିକଟରେ ଏକ ପିକଅପ ଭ୍ୟାନ ଧକ୍କାରେ ଜଣେ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ଆହତ ଜଣକ ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟ ନୀଳକଣ୍ଠ ନଗରରେ...

ଭବାନୀପାଟଣା ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ, ଟୁଇଟ୍‌ କରି ବିଧାୟକ କହିଲେ…

ଭବାନୀପାଟଣା,୨୧।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ ମିଳିଛି। ଏ ନେଇ ବିଧାୟକ ସାଗର ନିଜ ଏକ୍ସରେ ଟୁଇଟ କରି ସୂଚନା ଦେଇଛନ୍ତି। ଭବାନୀପାଟଣା ଦେପୁର ଯୋନ ସଭାପତି ଉଦେପୂର୍‌...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବଢିଲା ପୁରୀ ସେବାୟତଙ୍କ ପେନସନ ରାଶି, ଜାଣନ୍ତୁ କେତେ…

ଭୁବନେଶ୍ୱର,୨୧।୧୧: ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ ୫...

୧୨ ପ୍ରସ୍ତାବକୁ ଉପରେ ବାଜିଲା କ୍ୟାବିନେଟ ମୋହର, ଜାଣନ୍ତୁ କ’ଣ କ’ଣ…

ଭୁବନେଶ୍ୱର,୨୧।୧୧: ୧୨ ପ୍ରସ୍ତାବକୁ ବାଜିଲା ରାଜ୍ୟ କ୍ୟାବିନେଟ ମୋହର। ୯ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି। ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ମିଳିଛି। ପୋଲିସ, ବନ, ଅବକାରୀ ବିଭାଗର ନିଯୁକ୍ତି କରିବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri