Tag Archives: odisha

ରାତି ଅଧରେ ଚାଲିଥିଲା ଜୁଆ ଖେଳ, ଅଚାନକ ମାଡିବସିଲା ପୋଲିସ, ଆଉ ତା’ପରେ…

ରିଷିଡା,୧୧।୧୦ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପାଣ୍ଡି ପୋଲିସର ମିଳିତ ଅପରେଶନ ସଫଳ ହୋଇଛି । ଗଜବାହାଲ ପଞ୍ଚାୟତ ଅନ୍ତର୍ଗତ ବଡ଼ଡୁଙ୍ଗୁରୀଗୁଡ଼ା ଗ୍ରାମଠାରେ ରାତିରେ ଜୁଆ ଖେଳୁ ଥିବା ବେଳେ ରିଷିଡା ପୋଲିସ ତିନିଜଣକୁ କାବୁ କରିଥିବା…

ବି ଟେକ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏତେ ଟଙ୍କା ସହାୟତା ଦେଲେ ବିଡିଓ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମେନ ରୋଡ଼ର ଯୁକ୍ତ ୩ ଛାତ୍ର ସୁଧାକର ମାଦଳା ଗୁରୁବାର ଅପରାହ୍ନ ୧ଟାରେ ମୃତ୍ୟୁବରଣ କରିଥିଲେ। ଶୁକ୍ରବାର ସକାଳେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର…

ସାଗଯୁରୀ ଉନ୍ନୀତ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ସୁରଭି: ଅଂଶଗ୍ରହଣ କଲେ ୧୧୫ ଛାତ୍ରୀଛାତ୍ର

ଅମରପାଲି, ୧୧।୧୦(ପୀତାମ୍ବର ସାହୁ ): ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଠାରେ କିଛି ନା କିଛି ପ୍ରତିଭା ଅଛି। ଏହି ପ୍ରତିଭାର ବିକାଶ କରିବାକୁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ। ଏନେଇ ପିଲାଙ୍କ ଅଭିଭାବକ, ଶିକ୍ଷୟିତ୍ରୀ, ଶିକ୍ଷକ ତତ୍ପରତା ପ୍ରକାଶ କରିବା ଜରୁରୀ। ପିଲାଙ୍କ…

ଏହି ଦିନରୁ ରାଜ୍ୟରେ ଥଣ୍ଡା ପଡିବ, ମାଡିଆସିବ ଶୀତ ସହ ଘନ କୁହୁଡ଼ି

ଭୁବନେଶ୍ୱର,୧୧।୧୦: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଉଥିବା ବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତର ଆଗମନ ହେବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। କିନ୍ତୁ ୧୩…

ହାଲକା ଶୀତ ସହ କୁହୁଡି, ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ମୋହନା,୧୧।୧୦( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଅଞ୍ଚଳ ରେ ହାଲକା ଶୀତ ସହ ଘନ କୁହୁଡି ଦେଖାଦେଇଛି । ମୋହନା ଅଞ୍ଚଳ ଏକ ପାହାଡିଆ ଅଞ୍ଚଳ ହୋଇଥିବା ପାଇଁ ଅଧିକ କୁହୁଡି ଦେଖାଦିଏ । ମୋହନାକୁ ଦାରିଙ୍ଗବାଡି ଅତି…

ଆଉ ଏକ ଲଘୁଚାପ, ୧୨ ଯାଏ ଛେଚିବ ବର୍ଷା, ଓ୍ବାର୍ନିଂ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ)- ଦକ୍ଷିଣ ବାଂଲାଦେଶ ଓ ଏହା ପାଖାପାଖି ଉତ୍ତର ବଙ୍ଗୋପସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କି.ମି ପର୍ଯ୍ୟନ୍ତ ବ୍ୟାପିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ…

‘ଓଡ଼ିଶା ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା’କୁ କ୍ୟାବିନେଟ୍‌ରେ ମଞ୍ଜୁରୀ

ଭୁବନେଶ୍ୱର,୧୦।୧୦: ଜଳବାୟୁ ପରିବର୍ତ୍ତନ ଜନିତ ମୌସୁମୀ ବର୍ଷାର ଅନିଶ୍ଚିତତା ଓ ଜଳ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର “ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା”କୁ ୧୭,୯୦୦ କୋଟି ଟଙ୍କା ବ୍ୟୟରେ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ କ୍ୟାବିନେଟ୍…

ଅନ୍ତଃ ନଦୀ ଜଳାଶୟ ଯୋଜନା ପାଇଁ ୧୯,୯୪୧ କୋଟି ମଞ୍ଜୁର

ଭୁବନେଶ୍ୱର,୧୦।୧୦: ରାଜ୍ୟରେ ଜଳ ଚାହିଦା ପୂରଣ ଓ ଭୂପୃଷ୍ଠ ଜଳ ସଂରକ୍ଷଣ ପାଇଁ “ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ଯୋଜନା”ର ଅବଧି ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ବୃଦ୍ଧି କରି ୧୯,୯୪୧ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ କରିବାକୁ…

‘ଏଥର ନୂଆପଡ଼ାରେ ପଦ୍ମ ଫୁଟିବ…’; ଗଡ଼ ଦେବୀ ମା’ ରକ୍ତାମ୍ବରୀଙ୍କ ଆଶୀର୍ବାଦ ଭିକ୍ଷା କଲେ  ଅଭିନନ୍ଦନ ପଣ୍ଡା

ଖଡ଼ିଆଳ,୧୦।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଉପ ନିର୍ବାଚନ ପାଇଁ ରାଜନୀତି ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଭାଜପା ପ୍ରାର୍ଥୀ ପାଇଁ ଆଶାୟୀ ଥିବା ଅଭିନନ୍ଦନ ପଣ୍ଡା ଖଡ଼ିଆଳର ଗଡ଼ ଦେବୀ ମା’ ରକ୍ତାମ୍ବରୀଙ୍କ ଶରଣ ପଶି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଭାଜପାର…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ଓଡିଶା ସରକାର, ଚଞ୍ଚଲ ରାଣାଙ୍କୁ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ୱର,୧୦।୧୦: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନ୍‌. ଥିରୁମାଲା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ନିଯୁକ୍ତ କରାଯାଇଛି। ମାନସୀ ନିମ୍ଭାଲ ଉଠା ଜଳସେଚନ ନିଗମର ଏମ୍‌ଡି ହୋଇଥିବା ବେଳେ ସୁରେନ୍ଦ୍ର କୁମାର ମୀନା…

ବଟେଶ୍ୱର ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ହେଲା ବଡ଼ ନିଷ୍ପତ୍ତି: ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଥମ ଥର ହେବ…

ଗଞ୍ଜାମ ,୧୦।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବ ପୀଠ ଅବସ୍ଥିତ। ବର୍ତ୍ତମାନ ପବିତ୍ର ଧାର୍ମିକ କାର୍ତ୍ତିକ ମାସ ଆରମ୍ଭ ହୋଇ ଯାଇଥିବା ବେଳେ ଆସନ୍ତା ୫ରେ ସେଠାରେ ବାଲିଯାତ୍ରା ଅନୁଷ୍ଠିତ…

NDAରେ ବଡ଼ ଡିଲ୍‌! ଚିରାଗଙ୍କୁ ମିଳିବ ଏତିକି ଆସନ, ଭାଜପା ସହ ହୋଇଗଲା…

ନୂଆଦିଲ୍ଲୀ,୧୦।୧୦: ବିହାର ନିର୍ବାଚନ ପାଇଁ NDA ମଧ୍ୟରେ ଚାଲିଥିବା ଆସନ ବଣ୍ଟନ ଆଲୋଚନା ପ୍ରାୟ ଶେଷ ହୋଇଥିବା ପରି ମନେ ହେଉଛି। ସୂତ୍ର ଅନୁସାରେ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ଏବଂ ଭାଜପା ମଧ୍ୟରେ ଏକ ଚୁକ୍ତି ହୋଇଛି। ଚିରାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri