ଓଡ଼ିଶାରୁ ମୌସୁମୀ ବର୍ଷା ପ୍ରତ୍ୟାହାର ଆରମ୍ଭ, ଆସୁଛି ହାଡ଼ଭଙ୍ଗା ଶୀତ: ଆଇଏମ୍ଡି
ଭୁବନେଶ୍ୱର,୧୩।୧୦: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ପ୍ରତ୍ୟାହାର ଆରମ୍ଭ ହୋଇଛି। ଆଗାମୀ ୨-୩ ଦିନ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ବର୍ଷା ପ୍ରତ୍ୟାହାର ହେବ ବୋଲି ଆଇଏମ୍ଡି କହିଛି। Today Southwest…
ଅଫିସରେ ବସି କାମ କରୁଥିଲେ ଆକାଉଣ୍ଟାଣ୍ଟ, ହଠାତ୍ ହେଲା ହୃଦଘାତ, ତା’ପରେ…
ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ନୀଳକଣ୍ଠ ସ୍ବାଇଁଙ୍କର(୫୨) ସୋମବାର ହୃଦଘାତରେ ପରଲୋକ ଘଟିଛି। ଖବରପାଇ ଭଞ୍ଜନଗର ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଉମା ଶଙ୍କର ବେହେରା, ପୂର୍ବତନ ଏନଏସି ଅଧ୍ୟକ୍ଷା…
ବିରାଟଙ୍କୁ ଝଟକା! ପ୍ଲେ-୧୧ରେ ମିଳିଲାନି ସ୍ଥାନ
ନୂଆଦିଲ୍ଲୀ,୧୩।୧୦: ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ହାସିମ ଆମଲା ଟେଷ୍ଟ କ୍ରିକେଟରେ ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ୧୧ ଚୟନ କରିଛନ୍ତି। ସେ ଭାରତର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କୁ ତାଙ୍କର ସର୍ବୋତ୍ତମ ଖେଳାଳି ୧୧ ମଧ୍ୟରୁ ବାଦ୍…
ପ୍ରଥମ ସୋମବାରରେ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ
ବୁଗୁଡ଼ା,୧୩।୧୦(କାଳିଚରଣଦାଶ): ଧର୍ମ ମାସ କାର୍ତ୍ତିକର ପ୍ରଥମ ସୋମବାରରେ ପ୍ରତିକୂଳ ପାଗ ସତ୍ତ୍ୱେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଉଠିଛି । ସକାଳୁ ହିଁ ଅସରାଏ ବର୍ଷା ପରେ ଦିନ ତମାମ ପାଗ ମେଘୁଆ ରହିଥିଲେ ହେଁ ବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ…
ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃନିଯୁକ୍ତି ପ୍ରତିବାଦରେ ଗଣଧାରଣା: ବ୍ଲକର ଦୁଇଟି ଗେଟ୍କୁ ତାଲା ପକାଇ…
କର୍ଲାମୁଣ୍ଡା, ରିଷିଡା (ପ୍ରଦିପ କୁମାର ସାହୁ/ସୁଶାନ୍ତ ମଲ୍ଲିକ)୧୩।୧୦: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପୂର୍ବତନ ବିଡିଓଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ଜନ ପ୍ରତିନିଧି ,ଆଦିବାସୀ ସଂଘ ଓ ବୁଦ୍ଧିଜୀବୀ ସୋମବାର ବ୍ଲକର ଦୁଇଟି ଗେଟ୍କୁ ତାଲା ପକାଇ ବ୍ଲକ ସମ୍ମୁଖରେ ଧାରଣାରେ…
ମନ୍ଦିର ହୁଣ୍ଡିବାକ୍ସକୁ ନେଇଗଲେ ମା’ପୁଅ, ତନାଘନା କରି ଘରେ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…
ନିରାକାରପୁର, ୧୩।୧୦(ମାନସ ଚନ୍ଦ୍ର ପଟ୍ଟନାୟକ ): ଗତ ୧୧ ତାରିଖ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିରାକାରପୁରସ୍ଥିତ ସାଇ ମନ୍ଦିରରେ ଥିବା ଦୁଇଟି ହୁଣ୍ଡିବାକ୍ସକୁ ଚୋରି କରି ନେଇଥିବା ନେଇ ସାଇ ପରିବାର ପକ୍ଷରୁ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ…
ପାଖେଇ ଆସୁଛି ଧନୁଯାତ୍ରା: କଂସ କଳାକାର ଚୟନ ନିଷ୍ପତ୍ତି ଉପରେ ସଭିଙ୍କ ନଜର
ବରଗଡ଼,୧୨।୧୦(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଖେଇ ଆସୁଛି। ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବ ଯେତିକି ପାଖେଇ ଆସୁଛି, ଦର୍ଶକ ତଥା ସ୍ଥାନୀୟ…
ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ ଦେଲେ ଗଞ୍ଜାମ ସହରବାସୀ, ଶୋଭାଯାତ୍ରାରେ…
ଗଞ୍ଜାମ,୧୨।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରଠାରେ ମହା ଆଡମ୍ବରରେ ଚାଲିଥିବା ମା’ ଗଜଲକ୍ଷ୍ମୀଙ୍କୁ ମେଲାଣି ପରେ ରବିବାର ବିଦାୟ ଦିଆଯାଇଛି। ୭ ଦିନ ମା’ ଅସ୍ଥାୟୀ ମଣ୍ଡପରେ ପୂଜା ପାଇବା ପରେ ମା’ ବିଦାୟ ନେଇଛନ୍ତି। ଏହି ଅବସରେ ମା’ଙ୍କ…
ଭଡ଼ା ଘରେ ବ୍ୟକ୍ତିଙ୍କ ମୃତଦେହ, ସନ୍ଦେହ କରି ଥାନାର ଦ୍ୱାରସ୍ଥ ହେଲେ ଭାଇ
ଖଡ଼ିଆଳ,୧୨।୧୦(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ୱାର୍ଡ ନଂ ୨ ଭଡା ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସିନାପାଲି ଗ୍ରାମର ଅରୁଣ ଅଗ୍ରୱାଲ (୪୦)। ତାଙ୍କ ଭାଇ ରାଜେଶ ଅଗ୍ରଓ୍ବାଲଙ୍କ ଅଭିଯୋଗ କ୍ରମେ ଖଡ଼ିଆଳ…
ବ୍ରହ୍ମପୁରଠାରୁ ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ: ୧୦ ଦିନ ପରେ ଯାନବାହନ ଚଳାଚଳ ସ୍ବାଭାବିକ
ମୋହନା,୧୨।୧୦( ମନ୍ମଥ ମିଶ୍ର): ଗଜପତି ଜିଲାରେ କିଛିଦିନ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗି ରହିଥିଲା। ଫଳରେ ଗତ ୨ ତାରିଖରେ ବ୍ରହ୍ମପୁର ଠାରୁ ରାୟଗଡା, ଜୟପୁର, କନ୍ଧମାଳ ସଂଯୋଗ କରୁଥିବା ମୋହନାର ଲେଡବନ୍ଧ ପୋଲର ଦୁଇ କୂଳ ସମ୍ପୂର୍ଣ୍ଣ ଧୋଇ…
ବର୍ଷାରେ ବେହାଲ କୋରାପୁଟ: ରାସ୍ତାରେ ଲହଡ଼ି ମାରୁଛି ପାଣି, ଜନଜୀବନ…
କୋରାପୁଟ,୧୨/୧୦(ଅମିତାଭ ବେହେରା ) ରବିବାର ଅପରାହ୍ନରେ ଘଡଘଡି ସହ ପ୍ରବଳ ବର୍ଷା ଯୋଗୁଁ ସହରର ସମସ୍ତ ଅଂଚଳ ଜଳ ମୟ ହୋଇଥିବା ଯୋଗୁଁ କିଛି ଘଣ୍ଟା ପାଇଁ ଜନଜୀବନ ଅସ୍ତ ବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି,, ରବିବାର ଅପରାହ୍ନ ପ୍ରାୟ ୩…
ଷ୍ଟେଶନରୁ କରୁଥିଲେ ଗଞ୍ଜେଇ ଚାଲାଣ, ମାଷ୍ଟର ମାଇଣ୍ଡ ସିଭିଲ୍ ଇଞ୍ଜିନିୟର ଛାତ୍ରଙ୍କୁ ବାନ୍ଧିଲା କୋରାପୁଟ GRP ପୋଲିସ
କୋରାପୁଟ,୧୨।୧୦(ଅମିତାଭ ବେହେରା): କୋରାପୁଟ ରେଲୱେ ଷ୍ଟେସନରୁ ନିୟମିତ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏମିତିରେ କୋରାପୁଟ ଜିଆରପି ପୋଲିସ ଗଞ୍ଜେଇ ଯୋଗାଉଥିବା ସିଭିଲ ଇଞ୍ଜିନିୟର ଛାତ୍ର ତଥା ମାଷ୍ଟର ମାଇଣ୍ଡଙ୍କୁ ଧରି ଗଞ୍ଜେଇ ଚୋରାଚାଲାଣ ମୁଳପୋଛ କରିବାକୁ ଲକ୍ଷ୍ୟ ରଖିଛି। ରବିବାର…
Archives


