ଓଲଟିଲା ଚାଉଳ ବୋଝେଇ ଟ୍ରକ, ବସ୍ତାବସ୍ତା ଚାଉଳ ବୋହିନେଲେ ଗାଁ ଲୋକେ, ପୋଲିସ ବିଳମ୍ବରେ ପହଞ୍ଚିବାରୁ…
ବଲାଙ୍ଗୀର,୧୭।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସଦର ବ୍ଲକ ଭୁତିଆରବାହାଲ ବାରପୁରିଆ ଗାଁ ରାସ୍ତା ରଜା ମୁଣ୍ଡା ଟ୍ରନିଂ ଛକଠାରେ ଶୁକ୍ରବାର ଏକ ଚାଉଳ ବୋଝେଇ ଟ୍ରକ ଓଲଟିଯାଇଛି । ଭୋର ୪ଟାରେ ଏହି ଦୁର୍ଘଟଣା…
ଓଡ଼ିଆ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା! ସ୍ବାମୀ ଘରେ ନ ଥିବା ବେଳେ…
ଭୁବନେଶ୍ୱର,୧୭।୧୦: ହାଇଦ୍ରାବାଦର କୋମପାଲିରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ ହୋଇଛି। ପୀଡିତା ଜଣଙ୍କ ଭୁବନେଶ୍ୱରର ଭରତପୁରର ବାସିନ୍ଦା ଅନିନ୍ଦିତା ମହନ୍ତ ଭାବରେ ଚିହ୍ନଟ କରାଯାଇଛି। ମିଳିଥିବାସୂଚନା ଅନୁଯାୟୀ, ପେଟବଶିରାବାଦରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ ମୃତ ମହିଳ। ଖୋର୍ଦ୍ଧା…
SI ପରୀକ୍ଷା ଘୋଟାଲା: ମୋଷ୍ଟ ୱାଣ୍ଟେଡ୍ ଦଲାଲ ମୁନା ମହାନ୍ତି ଗିରଫ
ଭୁବନେଶ୍ୱର,୧୬ା୧୦: ପୋଲିସ୍ SI ପରୀକ୍ଷା କେଳେଙ୍କାରୀର ମୁଖ୍ୟ ଦଲାଲ ମୁନା ମହାନ୍ତିଙ୍କୁ ଦଶପଲ୍ଲା ନିକଟରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ମୁନାଙ୍କ ସହ ତାଙ୍କର ଘନିଷ୍ଠ ସହଯୋଗୀ ସୁକାନ୍ତ ମହାରଣା ଓରଫ୍ ରିଙ୍କୁ ସମେତ ମୋଟ ୩ ଜଣଙ୍କୁ ଗିରଫ କରାଯାଇ ବ୍ରହ୍ମପୁର…
ଉପନିର୍ବାଚନ ପୂର୍ବରୁ ନବୀନ ନେଲେ ବଡ଼ ନିଷ୍ପତ୍ତି: ଏହି ନେତାଙ୍କ ଉପରୁ…
ଭୁବନେଶ୍ୱର,୧୬।୧୦: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାନୁପ୍ରତାପ ସିଂହଙ୍କ ଉପରୁ ବହିଷ୍କାର ନିର୍ଦ୍ଦେଶ ହଟିଛି। ନୂଆପଡ଼ାର ବିଜେଡି ନେତା ଭାନୁପ୍ରତାପ ସିଂହ। ୮ ନମ୍ବର ଜିଲା ପରିଷଦ ଜୋନ୍ର ସଦସ୍ୟ ଅଛନ୍ତି ଭାନୁପ୍ରତାପ। ଅନ୍ୟପଟେ ନୂଆପଡ଼ା…
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାରକ ତାଲିକା ପ୍ରକାଶ କଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା…
ଭୁବନେଶ୍ୱର,୧୬।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକାରେ ନିରଂଜନ ପୂଜାରୀ, ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘଢାଇ, ଧ୍ରୁବା ସାହୁ, ମନୋହର ରାନ୍ଧାରୀ, ପ୍ରଦିପ…
ଥାନାରେ କ୍ଷମା ପ୍ରାର୍ଥନା କଲେ ପ୍ରଧାନଶିକ୍ଷକ, ଏହି ବିଷୟକୁ ନେଇ ଦେଇଥିଲେ କଡ଼ା ମନ୍ତବ୍ୟ
ଦାରିଙ୍ଗବାଡି, ୧୬ ।୧୦ (ଅରୁଣ ସାହୁ ): ଭୁବନେଶ୍ୱରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଶତାଦ୍ଦୀ ଦିବସ ପାଳନ ସମ୍ପର୍କିତ ଏକ ଖବର ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲା। ସେହି ଖବରକୁ ଦେଖି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି…
ଘର ବାହାରେ ତାଲା ଦେଇ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ଘରୁ ଲୁଟିନେଲେ ସୁନା ଗହଣା, ସକାଳୁ ଉଠି ଦେଖିଲେ…
କେସିଙ୍ଗା, ୧୬।୧୦: (ତୁମେଶ୍ବର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନଂ ୧୦ରେ ବସବାସ କରୁଥିବା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁଙ୍କ ଘରୁ ବୁଧବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଘର ବାହାରେ ତାଲା…
ସିଡିପିଓଙ୍କ ଅଧ୍ୟକ୍ଷତାରେ ହେଲା ବ୍ଳକସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ: ସୁସ୍ଥ ଜୀବନଯାପନ ପାଇଁ…
ଦିଗପହଣ୍ଡି,୧୬।୧୦(ଅଶେଷ ନାଥ ମିଶ୍ର) : ଦିଗପହଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ପରିସରରେ ବ୍ଳକସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ପୁଷ୍ପାଞ୍ଜଳି ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ…
ଏମିତି କାମ କରୁଥିଲେ ବରିଷ୍ଠ ସହାୟକ, ଅଚାନକ ପହଞ୍ଚିଗଲେ ଜିଲାପାଳ, ଆଉ ତା’ପରେ…
ସୋନପୁର,୧୬।୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ମୃତ୍ତିକା ସଂରକ୍ଷଣ ବିଭାଗର ଉପନିର୍ଦ୍ଦେଶକ ତଥା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ କାଲୁ ମିର୍ଦ୍ଧାଙ୍କୁ ଜିଲାପାଳ ଡ. ନୃପରାଜ ସାହୁ ଗୁରୁବାର ନିଲମ୍ବନ କରିଛନ୍ତି। ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବନ…
ନବୀନ ପଟ୍ଟନାୟକଙ୍କ ପାଇଁ ପୂଜାପାଠ କଲା ବିଜେଡି
ହିଞ୍ଜିଳିକାଟୁ ୧୬!୧୦( ଦ୍ବିତୀକୃଷ୍ଣ ପଣ୍ଡା): ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମ ଜୟନ୍ତୀ ହିଞ୍ଜିଳିକାଟୁ ବିଜେଡି ପକ୍ଷରୁ ଗୁରୁବାର ପାଳିତ ହୋଇଯାଇଛି। କାଟୁ ରାଜବାଟି ଲକ୍ଷ୍ମୀ ନୃସିଂହ ମନ୍ଦିରରେ ବିଜେଡି ପକ୍ଷରୁ ପୂଜାପାଠ…
ପରିବାର ଆଗରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ, ଶ୍ୱଶୁର ଘରୁ ଫେରୁଥିବାବେଳେ…
ବଲାଙ୍ଗୀର,୧୬।୧୦ ( ସୁନିଲ ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା କୁଥୁର୍ଲା ଠାରେ ଏକ ଦୁର୍ଘଟଣାରେ ଭୂତିଆର ବାହାଲ ମଦନ ବାରିକଙ୍କ (୩୫ ) ମୃତ୍ୟୁ ଘଟିଛି । ମଦନ ମଟର ସାଇକେଲରେ ତାଙ୍କ ଶ୍ୱଶୁର ଘର ଶିକୁଆରୁ ସମସ୍ତ ପରିବାର ଭୂତିଆରବାହାଲ…
ଧାନ ଗଛରେ ବଢୁଛି ରୋଗପୋକ: ଫସଲ ବୀମା ପ୍ରଦାନ କରିବାକୁ ଦାବି କଲେ ଚାଷୀ
ଭଞ୍ଜନଗର,୧୬।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକରେ ଚଳିତ ଖରିଫ ଋତୁରେ ୭ ହଜାରରୁ ଉଦ୍ଧର୍ବ ହେକ୍ଟର ଜମିରେ ଧାନଚାଷ ହୋଇଛି । କିନ୍ତୁ ଲଗାଣ ବର୍ଷା, ଜମିରେ ଉପଯୁକ୍ତ ଜଳ ପରିଚାଳନା ଅଭାବ, ଆବଶ୍ୟକତା ଠାରୁ ଅଧିକ ସାର ପ୍ରୟୋଗ,…
Archives


