ମୁଖ୍ୟମନ୍ତ୍ରୀଙ୍କୁ ଭୁଲ ପ୍ରମାଣିତ କରିଦେଲା ଭିଜିଲାନ୍ସ, ପ୍ରଶଂସା କଲେ ଷ୍ଟେଜ ଉପରେ ଏମିତି କହିଲେ ମୋହନ ମାଝୀ
ଭୁବନେଶ୍ୱର,୨୮।୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସକୁ ପ୍ରଶଂସା କରି କହିଛନ୍ତି ଯେ ସଂସ୍ଥାଟି ତାଙ୍କ ଆଶଙ୍କାକୁ ଭୁଲ୍ ପ୍ରମାଣ କରିଛି। ପୂର୍ବତନ ସରକାରଙ୍କ ସମୟରେ ଛୋଟ ଅପରାଧୀଙ୍କୁ ଧରି ବଡ଼ ଦୋଷୀଙ୍କୁ ଛାଡ଼ୁଥିବା ପ୍ରଥା ଚାଲିବ ବୋଲି…
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ରେଡ୍ ହ୍ୟାଣ୍ଡ୍ରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ
ଜଳେଶ୍ୱର,୧୦ା୧୦(ନବୀନ ସାହୁ): ମ୍ୟୁନିସିପାଲିଟିରେ ହୋଡିଂ ଓ ଲାଇଟ୍ ପୋଷ୍ଟ ବାବଦରେ ବିଲ୍ ପାସ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ଡ୍ୟାଣ୍ଡ୍ରେ ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ରଙ୍କୁ ଧରିଛି ବାଲେଶ୍ୱର ଭିଜିଲାନ୍ସ ଟିମ୍। ସୂଚନା ଅନୁସାରେ, ଶୁକ୍ରବାର…
ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ଗିରଫ ହେଲେ ତହସିଲଦାର
ମହାକାଳପଡ଼ା,୧୦ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ତହସିଲଦାର ତାଙ୍କ ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି…
ଭିଜିଲାନ୍ସ ଜାଲରେ RI: ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ
ଭଦ୍ରକ,୨୪ା୯: ଧାମନଗର ତହସିଲ ଅଧୀନ ରାଧାବଲ୍ଲଭପୁର ସର୍କଲର ରେଭେନ୍ୟୁ ଇନ୍ସପେକ୍ଟର (RI) ନଗେନ୍ଦ୍ର କୁମାର ଦାସ ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜମି ମ୍ୟୁଟେସନ ମାମଲାରେ ରିପୋର୍ଟ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୭ ହଜାର…
୨୫ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଆସିଷ୍ଟାଣ୍ଟ କମିସନର
ଭୁବନେଶ୍ୱର,୨୬।୮: ରାଜ୍ୟ ଟିକସ ବିଭାଗର ସହକାରୀ କମିସନର ସରିତା ବାରିକ ଆଜି (୨୬ ଅଗଷ୍ଟ ୨୦୨୫) ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ୱର-IV ସର୍କଲରେ କାର୍ଯ୍ୟରତ ସରିତା ଜଣେ ବେକେରି ମାଲିକଙ୍କଠାରୁ ୨୦୨୦-୨୧ ଆର୍ଥିକ…
ଭିଜିଲାନ୍ସ ପଞ୍ଝାରେ ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର, ଏକକାଳୀନ ୭ ସ୍ଥାନରେ ଚାଲିଛି ଚଢ଼ାଉ, ଜାଣନ୍ତୁ କେଉଁଠି…
ସମ୍ବଲପୁର,୬ା୮(ପ୍ରମୋଦ ବହିଦାର): ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟର ପ୍ରିନ୍ସିପାଲ ସାଇଣ୍ଟଫିକ୍ ଅଫିସର ଦେବାଶିଷ ପଣ୍ଡା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ବୁଧବାର ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ସମ୍ବଲପୁର ବରାଇପାଲି ଗ୍ରେଟର ସମ୍ବଲପୁରସ୍ଥିତ ଭଡ଼ା ଘରେ…
ବିଏମ୍ସି ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ, ସକାଳୁ ସକାଳୁ ଚଢ଼ାଉ
ଭୁବନେଶ୍ୱର,୨୩।୭: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ। ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଏହି ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ କରିଛି…
କେନ୍ଦୁଝର ଡିଭିଜନ DFO ଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ
କେନ୍ଦୁଝର,୨୦।୭: ଓଡ଼ିଶା ଭିଜିଲାନ୍ସ ଦ୍ୱାରା ରବିବାର କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ନିତ୍ୟାନନ୍ଦ ନାୟକଙ୍କ ବିରୋଧରେ ଆୟ ବହିର୍ଭୁତ୍ତ ସମ୍ପତ୍ତି (DA) ଅଭିଯୋଗରେ ଅନୁସନ୍ଧାନ ଆରମ୍ଭ ହୋଇଛି। ଏହି ତଦନ୍ତ କେନ୍ଦୁଝର, ଅନୁଗୁଳ ଓ ନୟାଗଡ଼…
ଭିଜିଲାନ୍ସ ଜାଲରେ ରେଢ଼ାଖୋଲ ଉପଖଣ୍ଡର BVO, PA; ଟଙ୍କା ୫ ହଜାର ପାଇଁ…
ସମ୍ବଲପୁର,୭।୭: ରେଢ଼ାଖୋଲ ଉପଖଣ୍ଡରେ ସମ୍ବଲପୁର ଭିଜିଲାନ୍ସ ଟିମ୍ ଏକ ବଡ଼ ଧରଣର ଅଭିଯାନ ଚଳାଇ ବ୍ଲକ ଭେଟନାରୀ ଅଫିସର (BVO) ଡା. ସୁବାସ ପ୍ରକାଶ ସୋରେନ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ (PA) ମହେଶ୍ୱର ସାହୁଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ…
ପ୍ଲଟ ପ୍ରିୟ ସରକାରୀ ବାବୁ: ଲାଞ୍ଚ ଟଙ୍କାରେ କରିଛନ୍ତି ୫୭ ଏକର ଜମି, ୨ ଫାର୍ମହାଉସ୍
ଭୁବନେଶ୍ୱର/ଭବାନୀପାଟଣା,୩୦।୬ (ଉତ୍ତମ କୁମାର ଦାଶ): ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ରେଡ୍ କରିଛି। ଏହି ରେଡ୍ରେ ଦୟାନିଧିଙ୍କ ନାଁରେ ୫୭ ଏକର…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ବିଭିନ୍ନ ସ୍ଥାନରେ ରହିଛି ଦାମୀ ଫ୍ଲାଟ୍ ସହ…
ବ୍ରହ୍ମପୁର,୨୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ସହକାରୀ ଯନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି କୋଟିପତି ହେବା ନିଶା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯନ୍ତ୍ରୀ। ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡାଙ୍କ…
ଲାଞ୍ଚ ନେଲା ବେଳେ ASI ଙ୍କୁ ମାଡିବସିଲା ଭିଜିଲାନ୍ସ, ଜମି ବିବାଦ ପାଇଁ…
ପୁରୀ,୧୮।୬: ବୁଧବାର ପୁରୀ ଜିଲା ଚନ୍ଦନପୁର ଥାନାର ସହକାରୀ ଉପ-ନିରୀକ୍ଷକ (ଏଏସଆଇ) ପ୍ରଭାତ କୁମାର ପ୍ରଧାନଙ୍କୁ ଭିଜିଲାନ୍ସ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଏକ ଜମି ବିବାଦ ମାମଲାରେ ଅଭିଯୋଗକାରୀ ଓ ତାଙ୍କ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ଏଏସଆଇ…
Archives


