ଭାଜପା ନେତାଙ୍କ ବଡ଼ ବୟାନ, ନୂଆପଡାରେ ନବୀନ ମଇଦାନକୁ ଓହ୍ଲାଇଲେ… ନୂଆପଡା,୩୧।୧୦:ରାଜ୍ୟ ଭାଜପା ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ବଡ଼ ବୟାନ । କହିଲେ, ନବୀନ ମୈଦାନକୁ ଓହ୍ଲାଇଲେ କିଛି ବି ଫରକ ପଡ଼ିବ ନାହିଁ । ଭାଜପାର ନୂଆପଡ଼ା ବିଜୟ ସୁନିଶ୍ଚିତ । ଏପଟେ ଅରୁଣ ସାହୁଙ୍କ କାଉଣ୍ଟର...