ଗ୍ରାମ ପଞ୍ଚାୟତରେ କାମ କରୁଥିବା କାରିଗରମାନଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର, ମିଳିବ ୬୫୦୦ ଟଙ୍କା
ଭୁବନେଶ୍ୱର,୨୩।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମ ପଞ୍ଚାୟତମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗରମାନଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪୦୦୦ ଟଙ୍କା ଥିବାବେଳେ, ନୂତନ ପାରିଶ୍ରମିକ ୬୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ବର୍ତ୍ତମାନର ପାରିଶ୍ରମିକ ଠାରୁ…
କଲ୍ୟାଣୀ ଷ୍ଟିଲ ସହିତ ବୁଝାମଣାପତ୍ର ସ୍ଵାକ୍ଷର କଲେ ଓଡ଼ିଶା ସରକାର, ସୃଷ୍ଟି ହେବ ୧୨ ହଜାରରୁ ଅଧିକ ନିଯୁକ୍ତି
ଭୁବନେଶ୍ୱର,୨୩।୨: ଓଡ଼ିଶା ସରକାର ଶୁକ୍ରବାର କଲ୍ୟାଣୀ ଷ୍ଟିଲ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହା ସହିତ ରାଜ୍ୟରେ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ି ହୋଇଛି। ଓଡିଶା ସରକାର ଏବଂ କଲ୍ୟାଣୀ ଷ୍ଟିଲ ମଧ୍ୟରେ ହୋଇଥିବା…
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଅଧା ଦିନ ବନ୍ଦ ରହିବ ଓଡ଼ିଶା ସରକାରୀ କାର୍ଯ୍ୟାଳୟ
ଭୁବନେଶ୍ୱର,୧୮।୧: ରାମ ମନ୍ଦିରର ଉଦ୍ଘାଟନ ଦିନ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ଅଧା ଦିନ ଛୁଟି ଘୋଷଣା ପରେ ଓଡ଼ିଶା ସରକାର ମଧ୍ୟ ସମାନ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୨୨ ରେ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଅଧା ଦିନ ବନ୍ଦ ରହିବ। ଅଯୋଧ୍ୟାରେ…
ତୀରନ୍ଦାଜ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ ପାଇଁ ପ୍ରତିଷ୍ଠା ହେବ ହାଇ ପରଫରମାନ୍ସ ସେଣ୍ଟର, ଟାଟା ସହିତ ହାତ ମିଶାଇଲେ ଓଡ଼ିଶା ସରକାର
ଭୁବନେଶ୍ୱର,୧୩।୧୨: ଭାରତୀୟ କ୍ରୀଡା ଜଗତର ଭବିଷ୍ୟତ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ତୀରନ୍ଦାଜ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ ପାଇଁ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ଟାଟା ଷ୍ଟିଲ ସହିତ ହାତ ମିଶାଇଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ…
ସରକାରୀ କର୍ମଚାରୀଙ୍କ ପାଇଁ ଦଶହରା ଭେଟି ଦେଲେ ରାଜ୍ୟ ସରକାର, ୪% ମହଙ୍ଗା ଭତ୍ତା ବୃଦ୍ଧି
ଭୁବନେଶ୍ୱର, ୨୦/୧୦: ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ରାଜ୍ୟ ସରକାର ମହଙ୍ଗା ଭତ୍ତା (ଡିଏ) ଏବଂ ଅତିରିକ୍ତ ଭତ୍ତା(ଟିଆଇ) ୪% ବୃଦ୍ଧି ଘୋଷଣା କରିଛନ୍ତି। ବର୍ତ୍ତମାନ ମହଙ୍ଗା ଭତ୍ତା ୪୨% ଥିବା ବେଳେ ୪୬% କୁ ବୃଦ୍ଧି…
ଖଣିଜ ଉତ୍ତୋଳନ ଅନିୟମିତତା ମାମଲା:୧୫ଖଣି ଲିଜ୍ଧାରୀଙ୍କୁ ଝଟକା
ଯୋଡ଼ା,୧୭।୫(ଡି.ଏନ.ଏ.):ଖଣିଜ ପଦାର୍ଥ ଉତ୍ତୋଳନରେ ହୋଇଥିବା ଅନିୟମିତତା ମାମଲାରେ ମାଲା ରାୟଙ୍କ ସମେତ ୧୫ଖଣି ଲିଜ୍ଧାରୀଙ୍କୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଝଟକା ଲାଗିଛି। କ୍ଷତିପୂରଣ ଦାଖଲ ପାଇଁ ରାଜ୍ୟ ସରକାର କରିଥିବା ନୋଟିସ ବିରୋଧରେ ୧୫ ଲୁହାପଥର ଓ ମାଙ୍ଗାନିଜ ଖଣି…
Archives


