‘ରହିଛି ପାର୍ଥକ୍ୟ’, ଓଡ଼ିଶା ସିଭିଲ ସର୍ଭିସ୍ ପେନ୍ସନ ରୁଲ୍ ଉପରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ନୂଆଦିଲ୍ଲୀ,୨୩ା୨: ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପେନ୍ସନ) ନିୟମାବଳୀ, ୧୯୯୨ ଅନୁଯାୟୀ ଓ୍ବାର୍କଚାର୍ଜଡ କର୍ମଚାରୀ ଏବଂ ଠିକା କର୍ମଚାରୀଙ୍କ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ରହିଥିବା ସୁପ୍ରିମକୋର୍ଟ କହିଛନ୍ତି। ଓଡ଼ିଶା ହାଇକୋର୍ଟ ଏକ ରିଟ୍ ପଟିଶନକୁ ଖାରଜ କରିଦେଇଥିବାବେଳେ ଏହାକୁ ଚ୍ୟାଲେଞ୍ଜ କରି ଓଡ଼ିଶା…