ଘରେ ଚାଲିଥିଲା ନୂଆଖାଇ ପର୍ବ ପାଳନ, ଏପଟେ ଯୁବକଙ୍କୁ ନିର୍ମମ ହତ୍ୟା କଲେ ଦୁର୍ବୃତ୍ତ, ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ଓହ୍ଲାଇ…
ବରଗଡ଼/ସୋହେଲା,୨୮ା୮(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ ପାତ୍ର): ଗୁରୁବାର ପଶ୍ଚିମ ଓଡ଼ିଶାରେ ଘରେଘରେ ନୂଆଖାଇ ପର୍ବ ବେଶ୍ ଆନନ୍ଦ ଉଲ୍ଲାସରେ ପାଳିତ ହେଉଥିବା ବେଳେ ବରଗଡ଼ ଜିଲା ସୋହେଲା ହଳଦୀପାଲି ନିକଟ ପେଟ୍ରୋଲ ପମ୍ପରେ ଏକ ହତ୍ୟାକାଣ୍ଡ ଘଟିଛି। ପେଟ୍ରୋଲ ପମ୍ପ ପରିସରରେ ହଲଦୀପାଲିର...
କର୍ଲାମୁଣ୍ଡାରେ ନୂଆଖାଇ, ରାଗରୁଷା ଭୁଲି ସମସ୍ତେ ଏକାଠି ଖାଇଲେ ନବାନ୍ନ
କର୍ଲାମୁଣ୍ଡା,୨୮ା୮(ପ୍ରଦୀପ କୁମାର ସାହୁ): ଉତ୍ସାହ ଉଦ୍ଦୀପନାର ସହ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଗୁରୁବାର ଧୂମଧାମରେ ପାଳିତ ହୋଇଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କ ଉଦ୍ୟମରେ ଲୋକେ ରାଗରୁଷା ଭୁଲି ଏକାଠି...
ଆଜି ଗଣପର୍ବ ନୂଆଁଖାଇ, ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର
କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସକାଶେ ଉତ୍ସବ ମୁଖର ହୋଇଛି ପଶ୍ଚିମ ଓଡ଼ିଶା। ପୁରପଲ୍ଲୀରେ ମଧ୍ୟ ଉତ୍ସବର ପରିବେଶ। ଏଥିସହ ମନ୍ଦିର, ଦେବାଳୟ, ଦେବୀପୀଠଗୁଡିକୁ ଫୁଲରେ ସଜ୍ଜିତ ହୋଇଛି। ଇଷ୍ଟଦେବୀ ସମଲେଇଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନାନୁସାରେ ନବାନ୍ନ ଭୋଗ ଲାଗିବ। ଭାଦ୍ରବ...
ଧାର୍ଯ୍ୟ ହେଲା ଗଣପର୍ବ ନୂଆଁଖାଇ ଲଗ୍ନ,ଜାଣନ୍ତୁ ସବିଶେଷ…
ସମ୍ବଲପୁର,୧୬ା୮(ବି.ଶଙ୍କର): ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ପଣ୍ଡିତ ଓ ଜ୍ୟୋତିର୍ବିଦମାନଙ୍କ ଗଣନାନୁସାରେ ଚଳିତ ମାସ ୨୮ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଗୁରୁବାର ପୂର୍ବାହ୍ନ ୧୦ଟା ୩୩ ମିନିଟ ଗତେ ୧୦ଟା ୫୫...
ନୂଆଁଖାଇ ଉପଲକ୍ଷେ ସୋମବାର ବନ୍ଦ ରହିବ ବିଦ୍ୟାଳୟ
ଭୁବନେଶ୍ୱର,୪।୯: ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ୦୯.୦୯.୨୦୨୪ ରିଖ (ସୋମବାର) ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛୁଟି ଘୋଷଣା କରିବାକୁ...
ସେପ୍ଟେମ୍ବର ୯କୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ପଡ଼ୁଥିବାରୁ ୯ ତାରିଖ ସୋମବାର ମଧ୍ୟ ଛୁଟି ରହିବ। ଏହି...
ଆସନ୍ତା ୮ରେ ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହେବ ନବାନ୍ନ
ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ହେବା ନେଇ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ୮ରେ ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହେବ ନବାନ୍ନ। ମଙ୍ଗଳବାର ଅପରାହ୍ନ ୪ ଟା ସମୟରେ ଶ୍ରୀ ଶ୍ରୀ ବ୍ରହ୍ମ ପଣ୍ଡିତ ମହାସଭାରେ...
Archives


