ସାହିତି୍ୟକା ହାନ୍ କାଙ୍ଗ୍ ପାଇବେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ସିଓଲ,୧୦ା୧୦: ଦକ୍ଷିଣ କୋରିଆ ଲେଖିକା ହାନ୍ କାଙ୍ଗ୍ଙ୍କୁ ୨୦୨୪ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। ତାଙ୍କ ରଚିତ କାବ୍ୟାତ୍ମକ ଗଦ୍ୟ ଐତିହାସିକ ଆଘାତର ସାମ୍ନା କରିବା ସହ ମାନବ ଜୀବନର ଭଙ୍ଗୁରତାକୁ ପଦାରେ ପକାଇଥାଏ ବୋଲି ନୋବେଲ…