୨୦୨୫ ନୋବେଲ ମେଡିସିନ ପୁରସ୍କାର: ରୋଗପ୍ରତିରୋଧକ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତିନି ଏହି ବୈଜ୍ଞାନିକ ସମ୍ମାନିତ ଷ୍ଟକହୋମ,୬।୧୦: ୨୦୨୫ ବର୍ଷର ନୋବେଲ ଚିକିତ୍ସା ଓ ଶାରୀରିକ ବିଜ୍ଞାନ ପୁରସ୍କାର ବୈଜ୍ଞାନିକ ମେରୀ ବ୍ରଙ୍କୋ, ଫ୍ରେଡ ରାମସଡେଲ ଏବଂ ଶିମନ ସାକାଗୁଚିଙ୍କୁ “ପେରିଫେରାଲ ଇମ୍ୟୁନ ଟଲେରାନ୍ସ” ସମ୍ବନ୍ଧୀୟ ଆବିଷ୍କାର ପାଇଁ ପ୍ରଦାନ କରାଯାଇଛି। ସ୍ୱୀଡେନର କାରୋଲିନସ୍କା ଇନଷ୍ଟିଟ୍ୟୁଟ ନୋବେଲ...