ନିତ୍ୟା ରମଣ ହେଲେ ଲସ୍ ଆଞ୍ଜେଲସ୍ର ମେୟର, ଟ୍ରମ୍ପ କହିଲେ ଲଜ୍ଜାଜନକ….
ୱାଶିଂଟନ୍,୬।୧୧: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟକା ଲାଗିଛି । ଲସ୍ ଆଞ୍ଜେଲସ୍ ଓ ୱାଶିଂଟନ୍ ଡିସିର ମେୟର ନିର୍ବାଚନରେ ମଧ୍ୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଲସ୍ ଆଞ୍ଜେଲସ୍ରେ ଭାରତରେ…

