ଦାରିଙ୍ଗବାଡ଼ିରେ ଶୀତ ସାଙ୍ଗକୁ ବଢୁଛି ସାଂଗଠନିକ ବୈଠକର ମାହୋଲ: ଅନୁଷ୍ଠିତ ହେଲା ମଧୁ ବୈଶ୍ୟ ସମାଜର ଘୁମୁସର ତାଳୁକା ବୈଠକ
ଦାରିଙ୍ଗବାଡ଼ି, ୧୪।୧୧(ଅରୁଣ ସାହୁ): ଓଡ଼ିଶାର କାଶ୍ମୀର ଭାବେ ପରିଚିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ିରେ ଏବେ ଶୀତର ଲହରୀ ଜାରି ରହିଛି। ଶୀତୁଆ ପାଗର ମଜା ନେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମୁଥିବା ବେଳେ, ଏବେ ବିଭିନ୍ନ…

