ଅମାନବୀୟ କାଣ୍ଡ, କୋଠରୀରେ ବନ୍ଦ କରି ୧୦୦ ଲୋକଙ୍କୁ ଜୀବନ୍ତ ଜାଳିଦେଲେ ବନ୍ଧୁକଧାରୀ ଅବୁଜା,୧୫।୬: ନାଇଜେରିଆର କେନ୍ଦ୍ରୀୟ ବେନୁ ରାଜ୍ୟର ୟେଲେୱାଟା ଗାଁରେ ଏକ ଭୟଙ୍କର ଘଟଣା ଘଟିଛି। ବନ୍ଧୁକଧାରୀମାନେ ଏହି ଗାଁରେ ଅତି କମରେ ୧୦୦ ଜଣଙ୍କୁ ହତ୍ୟା କରିଛନ୍ତି। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ନାଇଜେରିଆ ଶନିବାର ଏହି ସୂଚନା ଦେଇଛି। ଆମ୍ନେଷ୍ଟି ସୋସିଆଲ...