ଦେଢ଼ବର୍ଷରେ ଭାଙ୍ଗିଗଲା ସୁନାର ସଂସାର, ଫ୍ୟାନରେ ଶାଢ଼ୀ ଲଗାଇ ଝୁଲି ପଡିଲେ ନବବିବାହିତା ଉମରକୋଟ,୪।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯାହା ଏକ ପରିବାରର ସ୍ୱପ୍ନକୁ ଚୂରମାର୍ କରିଦେଇଛି। ଦେଢ଼ ବର୍ଷ ତଳେ ବହୁ ଆଡମ୍ବର ରେ ବାହା ହୋଇଥିଲା, କାନ୍ଥରେ ଲେଖା ହୋଇଥିବା ନା ନଲିଭିବା ପୂର୍ବରୁ…