ବିବାହ ଟିକେଟ ବିକି ୧.୧୬ କୋଟି ରୋଜଗାର କଲେ ନବ ଦମ୍ପତି, ପୂରା ଘଟଣା ଜାଣିଲେ… ୱାଶିଂଟନ: ସାମ୍ପ୍ରତିକ ସମୟରେ ବିବାହ ଅତ୍ୟନ୍ତ ବ୍ୟୟବହୁଳ ହେବା ସହ ଏହାର ଖର୍ଚ୍ଚ ବଢ଼ି ଚାଲିଥିବାବେଳେ ଏକ ଆମେରିକୀୟ ନବ ଦମ୍ପତି ନିଜ ବିବାହର ଟିକେଟ୍ ବିକ୍ରି କରି ଏହାକୁ ଏକ ଇଭେଣ୍ଟରେ ପରିଣତ କରିଛନ୍ତି। ଏହି ପ୍ରକ୍ରିୟାରେ ଉଭୟେ...