ନ୍ୟୁଜିଲାଣ୍ଡ ପାଇଁ ବଢିଲା ଅଡ଼ୁଆ: ଭାରତ ବିପକ୍ଷ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଲେ ଏହି ଷ୍ଟାର ବ୍ୟାଟର୍
ଅକଲାଣ୍ଡ,୬।୧୧: ଭାରତ ବିପକ୍ଷ ଚଳିତ ଦିନିକିଆ ସିରିଜ୍ରୁ ବାଦ ପଡ଼ିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ଡେଭନ କନୱେ। ଅଭ୍ୟାସ ସମୟରେ ଦ୍ରୁତ ବୋଲର ମ୍ୟାଟ ହେନରୀଙ୍କ ସହ ଧକ୍କା ହେବାରୁ ସେ ଆହତ ହୋଇଥିଲେ। ଏହି କାରଣରୁ ପ୍ରଥମ ଦିନିକିଆ ମ୍ୟାଚ୍ରେ…

