ଦାରିଙ୍ଗବାଡ଼ି,୧୬ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବାରମ୍ବାର ମୋବାଇଲ ସେବା ପୂରା ବନ୍ଦ ହୋଇପଡୁଛି। ଫଳରେ ଉପଭୋକ୍ତାମାନେ ହଟହଟା ହେଉଛନ୍ତି। ଏଭଳି ଦିନେ କି ଦୁଇ ଦିନ ନୁହଁ ଦୀର୍ଘ ସମୟ ଧରି ଅଚଳ ହୋଇପଡୁଥିବା ବେଳେ...
ଦାରିଙ୍ଗବାଡ଼ି,୨୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଗତ ୨୦ ଦିନରୁ ଊର୍ଦ୍ଧ୍ୱ ହେବ ବିଏସ୍ଏନ୍ଏଲର ମୋବାଇଲ ନେଟ୍ଓ୍ବର୍କ ସେବା ଅଚଳ ହୋଇପଡ଼ିଛି। ଫଳରେ ଉପଭୋକ୍ତାମାନେ ହଇରାଣ ଭୋଗୁଛନ୍ତି। ମୋବାଇଲ ସେବା ଅଚଳ ଯୋଗୁ ଗ୍ରାହକ ସେବାକେନ୍ଦ୍ର ସମେତ...
ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ପର୍ତ୍ତମାହାରେ ଗତ ୧୦ଦିନ ହେଲା ବିଏସ୍ଏନ୍ଏଲ୍ର ମୋବାଇଲ ନେଟ୍ଓ୍ବର୍କ ଠପ୍ ହୋଇଯାଇଛି। ଗ୍ରାମବାସୀ ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରକାଶ ଯେ,...
Archives
Model This Week
ପିଲାଙ୍କ ଧରିତ୍ରୀ