ନେତାନ୍ୟାହୁଙ୍କୁ ହଠାତ୍ ଫୋନ୍ କଲେ ମୋଦି, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୭ା୧: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ବୁଧବାର ହଠାତ୍ ଫୋନ୍ କରିଛନ୍ତି। ଏହି କଥାବାର୍ତ୍ତା ସମୟରେ ଦୁଇ ନେତା ରଣନୈତିକ ସହଭାଗୀତା ଏବଂ ଆତଙ୍କବାଦ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ...
‘ନେତାନ୍ୟାହୁ ନ ଥିଲେ ଆଜି ମାନଚିତ୍ରରେ ହୁଏତ ଇସ୍ରାଏଲ ନ ଥାଆନ୍ତା’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ଏହାର କାରଣ
ଓ୍ବାଶିଂଟନ,୩୦ ।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଆମେରିକାର ଫ୍ଲୋରିଡାରେ ପହଞ୍ଚିଥିଲେ, ଯେଉଁଠାରେ ସେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ବୈଠକର ପ୍ରାଥମିକ ଉଦ୍ଦେଶ୍ୟ ଗାଜା ଯୁଦ୍ଧବିରତି ଯୋଜନାର ଗୁରୁତ୍ୱପୂର୍ଣ୍ଣ ଦ୍ୱିତୀୟ ପର୍ଯ୍ୟାୟକୁ ଆଗକୁ...
ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ ରାଜନୀତି ଛାଡ଼ିବି ନାହିଁ
ଜେରୁଜେଲମ,୮।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ସେ ଏହି ମାସ ଶେଷରେ ଗାଜା ଶାନ୍ତି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବେ। ଶାନ୍ତି ଯୋଜନା ଅନୁଯାୟୀ, ଅକ୍ଟୋବର ୧୦ରେ...
ଭାରତ ଆସିବାକୁ ପୁଣି ମନା କଲେ ନେତାନ୍ୟାହୁ, ଜାଣନ୍ତୁ ଏହାର ବଡ଼ କାରଣ
ନୂଆଦିଲ୍ଲୀ/ଜେରୁଜେଲମ,୨୫।୧୧: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଭାରତ ଗସ୍ତ ଚଳିତ ବର୍ଷ ଶେଷ ଆଡ଼କୁ ହେବାର ଥିଲା, କିନ୍ତୁ ଦିଲ୍ଲୀରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପୁଣି ଥରେ ଏହାକୁ ପଛକୁ ଠେଲି ଦେଇଛି। ପ୍ରାୟ ୧୦ ବର୍ଷ...
ଟ୍ରମ୍ପ୍ଙ୍କ ଶାନ୍ତି ପ୍ରସ୍ତାବରେ ନେତାନ୍ୟାହୁ ରାଜି
ଓ୍ବାଶିଂଟନ୍, ୩୦ା୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ହ୍ବାଇଟହାଉସରେ ପରସ୍ପରକୁ ଭେଟିଛନ୍ତି। ଟ୍ରମ୍ପ୍ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଏହା ନେତାନ୍ୟାହୁଙ୍କ ଚତୁର୍ଥ ଆମେରିକା ଗସ୍ତ। ଏହି ଅବସରରେ ଗାଜାରେ...
ଜାତିସଂଘରେ ନେତାନ୍ୟାହୁଙ୍କୁ ଘୋର ବିରୋଧ, ଦେଖନ୍ତୁ ଭିଡିଓ
ନ୍ୟୁୟର୍କ,୨୭।୯: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର (ସେପ୍ଟେମ୍ବର ୨୬, ୨୦୨୫) ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ତାଙ୍କ ଭାଷଣ ସମୟରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ସେ ଗାଜାରେ ଯୁଦ୍ଧ ଜାରି ରଖିବାକୁ ପ୍ରତିଜ୍ଞା କରିଥିଲେ। ସେ...
ଶେଷ ମୁହୂର୍ତ୍ତରେ କାହିଁକି ବାଟ ବଦଳାଇଲେ ନେତାନ୍ୟାହୁ? ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ
ଜେରୁଜେଲମ,୨୬।୯: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମିଳିତ ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ଏହି ସପ୍ତାହରେ ନ୍ୟୁୟର୍କ ଯାତ୍ରା ବ୍ୟାପକ ଦୃଷ୍ଟି ଆକର୍ଷଣ କରିଥିଲା। ତେଲ ଅଭିଭରୁ ଜେଏଫକେ ବିମାନବନ୍ଦରକୁ ବିମାନ ଯାତ୍ରା ସାଧାରଣତଃ ୧୦.୫ ଘଣ୍ଟା ସମୟ...
‘ମୋଦିଙ୍କଠାରୁ ନେତାନ୍ୟାହୁ କିଛି ଶିଖିବା ଦରକାର…’ କାହିଁକି ଏମିତି କହିଲେ ଇସ୍ରାଏଲ ଡିଫେନ୍ସ ଏକ୍ସପର୍ଟ
ତେଲ ଆଭିଭ,୮।୯: ଇସ୍ରାଏଲର ପ୍ରତିରକ୍ଷା ନୀତି ବିଶେଷଜ୍ଞ ଜାକି ଶାଲୋମ ତାଙ୍କ ଦେଶକୁ ଭାରତଠାରୁ କିଛି ଶିଖିବାକୁ ପରାମର୍ଶ ଦେଇଛନ୍ତି। ଜାକି କହିଛନ୍ତି ଯେ ଇସ୍ରାଏଲ ମଧ୍ୟ ଆମେରିକାର ଶୁଳ୍କ ବିରୋଧରେ ଭାରତ ଯେପରି ଠିଆ ହେଉଛି ସେଥିରୁ କିଛି...
‘ଆମକୁ ଆବଶ୍ୟକ ନାହିଁ ଆମେରିକାର ମଧ୍ୟସ୍ଥତା’, ଇରାନକୁ ଆଉ ଏକ ଚେତାବନୀ ଦେଲେ ନେତାନ୍ୟାହୁ, କହିଲେ…
ଜେରୁଜେଲମ,୨୦।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲ ଇରାନ ବିରୁଦ୍ଧରେ ସାମରିକ ଅଭିଯାନ ଜାରି ରଖିବା ପାଇଁ ଆମେରିକାର ସବୁଜ ସଙ୍କେତକୁ ଅପେକ୍ଷା କରିବ ନାହିଁ ଏବଂ ଇରାନର ସମସ୍ତ ପରମାଣୁ ସ୍ଥାନ ଉପରେ ଆକ୍ରମଣ...
‘ସବୁର ନେବୁ ହିସାବ,’ କାହିଁକି ଏମିତି ଧମକ ଦେଲେ ନେତାନ୍ୟାହୁ? ଡରିଲାଣି ଇରାନ
ଜେରୁଜେଲମ,୧୯।୬: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଗୁରୁବାର ସକାଳେ ଇରାନର ‘ଆତଙ୍କୀ ଏକଛତ୍ରବାଦୀ’ ବେର୍ଶେବାସ୍ଥିତ ସୋରୋକା ହସ୍ପିଟାଲ ଏବଂ ଦେଶର ମଧ୍ୟଭାଗରେ ଥିବା ସାଧାରଣ ଅଞ୍ଚଳ ଉପରେ ମିଶାଇଲ ମାଡ଼ କରିଛନ୍ତି।...
ବଡ଼ ଆକ୍ରମଣର ଧମକ ଦେଲେ ନେତାନ୍ୟାହୁ
ତେଲ୍ ଆଭିଭ୍,୫ା୫: ଇରାନ ସମର୍ଥତ୍ତ ୟେମେନ୍ର ହୁଟି ଆତଙ୍କବାଦୀମାନେ ରବିବାର ଇସ୍ରାଏଲ୍ର ତେଲ୍ ଆଭିଭ୍ସ୍ଥିତ ଦେଶର ସର୍ବବୃହତ୍ ବିମାନବନ୍ଦରରେ ମିଶାଇଲ ମାଡ଼ କରିଛନ୍ତି। ଏହାର ଜବାବରେ ହୁଟି ବିରୋଧରେ ବଡ଼ ଆକ୍ରମଣ କରାଯିବ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସଂକଳ୍ପ...
ଇସ୍ରାଏଲ ଜିତିବା ପର୍ଯ୍ୟନ୍ତ ଜାରି ରହିବ ଯୁଦ୍ଧ, ହମାସକୁ ଚେତାବନୀ ଦେଲେ ନେତାନ୍ୟାହୁ
ତେଲ ଆଭିବ,୨୬।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଗାଜା ଅଞ୍ଚଳରେ ହମାସ ଦ୍ୱାରା ବନ୍ଧକ ରଖିଥିବା ସାଧାରଣ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲର...
Archives


